ଦୀର୍ଘଦିନ ପରେ ପଡ଼ିଆକୁ ଫେରିଲେ ହକି ଟିମ୍
ନୂଆଦିଲ୍ଲୀ : ଦୀର୍ଘ ୭୦ ଦିନର ବ୍ୟବଧାନ ପରେ ହକି ଖେଳାଳିମାନେ ଷ୍ଟାଡ଼ିୟମକୁ ଫେରିଛନ୍ତି । ଭାରତୀୟ ହକି ଟିମ୍ର ସଦସ୍ୟମାନେ ଷ୍ଟାଡ଼ିୟମରେ ଖୁବ୍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା । ସେମାନେ ସାମାଜିକ ଦୂରତା ନିୟମ ପାଳନ କରି ଅଭ୍ୟାସ କରିଥିଲେ । ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ୍ ଜାରି!-->…
Read More...
Read More...