କରୋନା ଜନିତ ତାଲାବନ୍ଦ ସମୟରେ ଦୁଃସ୍ଥ ପରିବାରଙ୍କୁ ସହାୟତା ଜାରି ରଖିଛି ଜିଲ୍ଲା ପ୍ରଶାସନ

ଆଜିର ଦିନରେ କରୋନା ଏକ ବିଶ୍ୱ ମହାମାରୀ ରୂପ ନେଲାଣି ଏହି ରୋଗରେ ପ୍ରତ୍ୟେକ ଦିନସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବାର ଦେଖାଦେଇଛି ଏହି ପରିପେକ୍ଷିରେ ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ତାଲାବନ୍ଦର ଅବଧି ବୃଦ୍ଧି କରିଛନ୍ତି। କିଛି ଟା ଜରୁରୀକାଳୀନ ସେବା କୁ ବାଦ ଦେଲେ ଅନ୍ୟ
Read More...

ରାଜ୍ୟରେ ପୁଣି ୯୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଶନିବାର ପୁଣି ୯୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬, ଯାଜପୁରରୁ ୬, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୯, ଭଦ୍ରକରୁ ୭, କଟକରୁ ୬, ପୁରୀରୁ ଜଣେ, କେନ୍ଦ୍ରାପଡାରୁ ୧୦, ବଲାଙ୍ଗୀରରୁ
Read More...

କ୍ବାରେଣ୍ଟାଇନ ସେଣ୍ଟରରୁ ଚୋରି

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ଢାମନଢୋନଗା ପଞ୍ଚାୟତ ରେ ପାଣି ମୋଟର ଚୋରି ଘଟଣା ଘଟିଛି। ଘଟଣା ଘଟିଛି କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କ ସୂଚନା ଅନୁସାରେ ଗତ ରାତ୍ରି ପ୍ରାୟ:12 ରୁ 2 ଟା ଭିତରେ ଘଟଣା ଘଟିଛି । ଏପରି ଘଟଣା କୁ ସରପଞ୍ଚ ନିନ୍ଦା କରିଛନ୍ତି ଓ ସ୍ଥାନୀୟ ପୋଲିସ
Read More...

ପ୍ରବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ବ୍ୟୟ ହେବ ୧୭ହଜାର କୋଟି

ଭୁବନେଶ୍ୱର : ବିଶ୍ୱବ୍ୟାପୀ କରୋନା ମହାମାରୀ ପାଇଁ ସମଗ୍ର ଦେଶ ଲକଡାଉନ ଭିତରେ ଫଶିଥିବା ବେଳେ ଲୋକେ ଜୀବିକା ହରାଇଛନ୍ତି । ଏଥିରେ ପ୍ରବାସୀ ଶ୍ରମିକମାନେ ବିଶେଷକରି ଅଧିକ ପ୍ରଭାବିତ ହୋଇଛନ୍ତି । ଏଣୁ ଏମାନଙ୍କର ଜୀବନଜୀବିକାକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ଆଜି କ୍ୟାବିନେଟରେ
Read More...

ଅଜିତ୍ ଯୋଗୀଙ୍କ ପରଲୋକ

ରାୟପୁର : ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କର ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କୋମାରେ ଥିଲେ । ଚଳିତ ମାସ ୯ ତାରିଖରେ ତାଙ୍କୁ ରାୟପୁରସ୍ଥିତ ଶ୍ରୀନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୦ ତାରିଖରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ । ମୃତ୍ୟୁ ଖବର
Read More...

ଲକ୍‌ଡାଉନ୍ ୫.୦ ଉପରେ ଆସନ୍ତାକାଲି ନିଷ୍ପତ୍ତି!

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନର ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଥିବାରୁ ପରବର୍ତ୍ତୀ ପଦକ୍ଷେପ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ
Read More...

ଦେଶରେ କରୋନା ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅତି ସାଙ୍ଘାତିକ ରୂପ ଧାରଣ କରୁଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ହେଲା ଦୈନିକ ନୂଆ ରୋଗୀ ସଂଖ୍ୟା ୬ ହଜାର ଉପରେ ରହୁଥିଲା ବେଳେ ଆଜି ଗୋଟିଏ ଦିନରେ ଏହା ୭ ହଜାର ଅତିକ୍ରମ କରିଛି । ଗତ ୨୪
Read More...

ଚାପ ସମ୍ଭାଳିବାରେ ରୋହିତ ଓସ୍ତାଦ: ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରେ ବର୍ତ୍ତମାନ ସମୟରେ ରୋହିତ ଶର୍ମା ଜଣେ ଅନ୍ୟତମ ସବୁଠୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ । ଚାପ ମୂଳକ ସ୍ଥିତିରେ ଖେଳକୁ କିପରି ସାମ୍ନା କରାଯାଇପାରିବ ସେ କୌଶଳ ତାଙ୍କୁ ଭଲ ଭାବରେ ଜଣା । ତାଙ୍କର ଏହି କ୍ଷମତା ଓ ଦକ୍ଷତା ତାଙ୍କୁ ଜଣେ ସଫଳ କ୍ରିକେଟର ଓ
Read More...

ଟେଷ୍ଟ ପ୍ରତ୍ୟାବର୍ତ୍ତନ ମୋ ପାଇଁ ଏତେ ସହଜ ନୁହେଁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସୁଇଂ ଭେଟେରାନ୍ ଭୁବନେଶ୍ୱର କୁମାର ଏବେ ଟେଷ୍ଟ ପ୍ରତ୍ୟାବର୍ତ୍ତନ ପାଇଁ ଖୁବ୍ ବ୍ୟାକୁଳ । ତେବେ ଏହା ତାଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ମିରଟର ଏହି ଯୁବ ବୋଲର ଶେଷଥର ପାଇଁ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ
Read More...

ବିଶ୍ୱକପ୍ ୨୦୧୧ କଥା ମନେ ପକାଇଲେ ସାଙ୍ଗାକାରା

କଲମ୍ବୋ, : ଏବେ ଲକ୍‌ଡାଉନ୍ ସମୟରେ ଶ୍ରୀଲଙ୍କାର ପୂର୍ବତନ ସ୍କିପର କୁମାର ସାଙ୍ଗାକାରା ପୁରୁଣା କଥା ମନେ ପକାଉଛନ୍ତି । ଯେକୌଣସି ସୋଶିଆଲ୍ ମିଡ଼ିଆ କିମ୍ବା ୱେବ୍ ସାକ୍ଷାତକାର ଅବସରରେ ସେ ବିଗତ ଦିନର କେତେକ କୌତୁହଳପ୍ରଦ ଓ ରୋମାଞ୍ଚକର ଘଟଣା ସମ୍ପର୍କରେ ଏଭଳି ତଥ୍ୟ ରଖୁଛନ୍ତି, ଯାହା ବେଶ୍
Read More...