ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ
ବୌଦ୍ଧ : ପଶ୍ଚିମଓଡିଶାର ବୌଦ୍ଧ, ସୋନପୁର ଓ ଆଠମଲ୍ଲିକ ଅଂଚଳରୁ ସୁଦୁର ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇଥିବା ୧୮ଜଣ ଶ୍ରମିକଙ୍କୁ ଏକ ସୂତାକଳର ମାଲିକ ନିର୍ଯାତନା ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଶ୍ରମିକମାନେ ଭାଇରାଲ କରିଥିବା ଭିଡିଓ ଅନୁଯାୟୀ!-->…
Read More...
Read More...