ପୁଣି ରାଜ୍ୟରେ ୭୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୪ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୨ଜଣ ସ୍ଥାନୀୟ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ୍
Read More...

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ

ଭୁବନେଶ୍ୱର : ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ଗୁରୁତର ଭାବେ ଅସୁସ୍ଥ ହୋଇଥିବା ଜଣାପଡିଛି । ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ହୃଦଘାତ ଯୋଗୁଁ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାର ତାଙ୍କୁ
Read More...

ପୁଣି ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା ଗ୍ରସ୍ତ : ତିନି ଗୁରୁତର,୧୦ଆହତ

ବାଲିଗୁଡ଼ା: ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା ପିଛା ଛାଡୁନି । ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ନିକଟ କିନାରିପଡ଼ାରେ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ବସ୍ ପୁଣି ଦୁର୍ଘଟଣା ଘଟିଛି । ସୂଚନା ପ୍ରକାରେ ୪୯ ଜଣ ପ୍ରବାସୀ ଗୋଆରୁ ଟ୍ରେନ୍ ରେ ଆସି
Read More...

ଭୟଙ୍କର ଗ୍ରୀଷ୍ମ ପ୍ରବାହ: ରେଡ୍ ଆଲର୍ଟ ଜାରିକଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଗତ କିଛିଦିନ ଧରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ତାତି ଅଧିକ ଅସହ୍ୟ ହେଉଛି । ଯାହାଫଳରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ଏପରିକି ସକାଳ ନଅଟା, ଦଶଟା ବେଳକୁ ଖରାର ତୀବ୍ରତା
Read More...

ମୁମ୍ବାଇକୁ ନେଇ ବଢ଼ୁଛି ଚିନ୍ତା

ନୂଆଦିଲ୍ଲୀ : ବିଶ୍ୱ କରୋନା ତାଲିକାରେ ଭାରତର ସ୍ଥାନ କ୍ରମଶଃ ଊର୍ଦ୍ଧ୍ୱମୂଖୀ ହେବାରେ ଲାଗିଛି । ଏବେ ବିଶ୍ୱର ସର୍ବାଧିକ ପ୍ରଭାବିତ ଦଶଟି ଦେଶ ମଧ୍ୟରେ ରହିଛି ଭାରତ । ସେହିପରି, ମୁମ୍ବାଇରେ ସଂକ୍ରମଣ ବୃଦ୍ଧି ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ୱର ସର୍ବାଧିକ ଦୈନିକ ସଂକ୍ରମଣ
Read More...

ଯୁକ୍ତ ତିନିର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହେବନାହିଁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଓ ପାଠପଢାକୁ ନେଇ ବିଭାଗ ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏ ସଂପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇ କହିଛନ୍ତି ଯେ, କରୋନାଜନିତ
Read More...

ସୁସ୍ଥ ହେଲା ଆଉ ୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୭୩୩ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ୮୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୪, ଯାଜପୁରରୁ
Read More...

ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ଭାବିବା ଠିକ୍ ନୁହେଁ

ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଆମେ ଗତ ଦୁଇ ମାସ ହେଲା ଅନେକ ଶିକ୍ଷାଲାଭ କରିଛୁ । ବୈଜ୍ଞାନିକ ଓ ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ମଧ୍ୟ ହାସଲ କରିଛୁ । ଏହି ଉପଲବ୍ଧି ଆମକୁ ଭବିଷ୍ୟତ କୌଶଳ ନିର୍ଦ୍ଧାରଣ ପାଇଁ ସାହାଯ୍ୟ କରିବ । ଆମେ ନିଜକୁ ସଂପୂର୍ଣ୍ଣ ସଂକ୍ରମଣମୁକ୍ତ କରିବାକୁ
Read More...

ଇଂଲଣ୍ଡର ଯୋଜନାକୁ ଦ୍ରାବିଡ଼ଙ୍କ ବିରୋଧ

ନୂଆଦିଲ୍ଲୀ : ବର୍ତ୍ତମାନ ଇଂଲଣ୍ଡ ଓ ଆଉ କେତେକ ଦେଶ କ୍ରିକେଟ୍ ସିରିଜ୍ ଆୟୋଜନ କରିବା ଲାଗି ତତ୍ପର ହୋଇ ଉଠିଛନ୍ତି । ଟୁର୍ଣ୍ଣାମେଣ୍ଟ ବେଳେ ଖେଳାଳିମାନଙ୍କୁ କରୋନାମୁକ୍ତ ରଖିବା ଲାଗି ଇଂଲଣ୍ଡ କ୍ରିକେଟ୍ ବୋର୍ଡ଼ (ଇସିବି) ଏକ ଯୋଜନା ପ୍ରସ୍ତୁତ କରିଛି । ଟୁର୍ଣ୍ଣାମେଣ୍ଟ ଚାଲିଥିଲା ବେଳେ
Read More...

ଝିଅର ବହି ଆଣିବା ମା’ ପାଇଁ କାଳ ହେଲା

ଫୁଲବାଣୀ : ଝିଅର ବହି ଆଣିବା ମା’ ପାଇଁ କାଳ ହେଲା । ଏପରି ଏକ ଦୁର୍ଘଟଣାରେ ମା’ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବାଇକ ଚାଳକ ଫେରାର ହୋଇଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଜି. ଉଦୟଗିରି ଥାନା ଅନ୍ତର୍ଗତ ପେ ନାଲା ଗ୍ରାମର ଅସିତ ପ୍ରଧାନଙ୍କ ସ୍ତ୍ରୀ ମେନକା ପ୍ରଧାନ (୩୫)
Read More...