ରାଜ୍ୟରେ ପୁଣି ୬୭ ନୂଆ ପଜିଟିଭ ଚିହ୍ନଟ, କରୋନା ମାନଚିତ୍ରରେ ସାମିଲ ହେଲା ନୂଆପଡା ଜିଲ୍ଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଉଗ୍ରରୂପ ଧାରଣ କଲାଣି । ରାଜ୍ୟ କରୋନା ଗ୍ରାଫ୍ ଦିନକୁ ଦିନ ବଢିବଢି ଚାଲିଛି । ଆଜି ପୁଣି ରାଜ୍ୟରେ ୬୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୭ଜଣଙ୍କ ମଧ୍ୟରୁ ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଥିବା ଜଣାପଡିଛି । ଏଥିସହ ରାଜ୍ୟ କରୋନା ମାନଚିତ୍ରରେ
Read More...

ଘରକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କଲେ ପ୍ରବାସୀ

ବୌଦ୍ଧ: ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଦୁଇମାସର ଲକ୍‌ଡାଉନ ଯୋଗୁଁ ଭୋକ ଉପାସରେ ଫସି ରହିଥିବା ବୌଦ୍ଧଜିଲ୍ଲାର ୩୦ଜଣ ପ୍ରବାସୀ ଶ୍ରମିକ ସେମାନଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ସେମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ
Read More...

ଜିଲ୍ଲାପାଳଙ୍କ ବାସଭବନ ପରିସରକୁ ପଶିଲେ ପ୍ରବାସୀ

ବୌଦ୍ଧ,: କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନା ଓ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ କେଉଁଠି କାହାକୁ ରଖାଯିବ ସେ ସଂପର୍କରେ ବୌଦ୍ଧଜିଲ୍ଲାରେ ମୂଳରୁ ହିଁ ଅବ୍ୟବସ୍ଥା ଲାଗିରହିଛି । ଏସବୁ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ଓ ସରପଞ୍ଚମାନେ ଅନେକ ସ୍ଥାନରେ ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି
Read More...

କଣ୍ଟାମାଳ ବିଜେଡି ପକ୍ଷରୁ ରକ୍ତଦାନ ଶିବିର, ୩୦ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ: କଣ୍ଟମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଥିଲା । କୁଲୁତାଯୋର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟପର୍ଣ୍ଣା କଲ୍ୟାଣମଣ୍ଡପ ପରିସରରେ ଆୟୋଜିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ
Read More...

କରୋନା ସଙ୍କଟ ଓ ଲକଡାଉନ ଯୋଗୁଁ ସ°କ୍ଷିପ୍ତ ରୂପେ ଶୀତଲଷଷ୍ଠୀ ପାଳନ କରାଯିବ

ସମ୍ବଲପୁର :କରୋନା ସଙ୍କଟ ଓ ଘୋଷିତ ଲକଡାଉନ ଯୋଗୁଁ ଏଥର ଅଞ୍ଚଳର ପ୍ରମୁଖ ଧାର୍ମିକ ଓ ସା°ସ୍କୃତିକ ଉତ୍ସବ ରୂପେ ପରିଚିତ ଶୀତଲଷଷ୍ଠୀ ଯାତ୍ରା ପାଳନ ନାମରେ କୌଣସି ନାଚଗୀତ ଓ ଯାତ୍ରା ଉତ୍ସବ ପରିବର୍ତ୍ତେ ବିଧିରକ୍ଷା ସ୍ବରୂପ ମନ୍ଦିରମାନଙ୍କରେ କେବଳମାତ୍ର ପୂଜା ଅନୁଷ୍ଠାନ କରାଯିବ । ଏହି
Read More...

ଶ୍ରମଜୀବି ପରିବାର ବଞ୍ଚିତ : ଖାଦ୍ୟ ନିରାପତ୍ତା ଯୋଜନା କାହାପାଇଁ ?

ବୌଦ୍ଧ: ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସୁରକ୍ଷିତ କରିବାପାଇଁ କେନ୍ଦ୍ର ସରକାର କରିଛନ୍ତି ଖାଦ୍ୟ ନିରାପତ୍ତା ଯୋଜନା । ରାଜ୍ୟସରକାର ମଧ୍ୟ କେନ୍ଦ୍ର ତାଲିକାରୁ ବଞ୍ଚିତ ଗରିବ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ନିଜସ୍ୱ ଯୋଜନା କରିଛନ୍ତି । ଦୁଃଖଲାଗେ କେନ୍ଦ୍ର ଓ ରାଜ୍ୟର ଉଭୟ
Read More...

ଅଧିକ ଦରରେ କିରୋସିନ ବିକ୍ରି : ଖାଉଟିଙ୍କୁ ରିଟେଲର ଅତିରିକ୍ତ ଟଙ୍କା ଫେରାଇବେ ତ !

ବୌଦ୍ଧ: କରୋନା ଭଳି ମହାମାରୀ ବ୍ୟାପିଥିବା ସମୟରେ ଖାଉଟି ସାମଗ୍ରୀର ସରକାରୀ ରିଟେଲରମାନେ ଲୋକଙ୍କୁ ଠକେଇ କରି ନେଇଥିବା ଅତିରିକ୍ତ ଟଙ୍କା ଫେରାଇବେ କି ନାହିଁ ସେ ସଂପର୍କରେ ଆଲୋଚନା ଜୋର୍ ଧରିଛି । ବହିରା ଗ୍ରାମପଞ୍ଚାୟତରେ ୩୦ ଟଙ୍କାରେ ୧୫ଟଙ୍କାର କିରୋସିନ ବିକ୍ରି ହେଉଥିବା ଅଭିଯୋଗ
Read More...

ବସ୍ ଖରାପ ହେବାରୁ ତେଲେଙ୍ଗାନାରେ ଅଟକିଲେ ପ୍ରବାସୀ

ବୌଦ୍ଧ: ତାମିଲନାଡୁର ମଙ୍ଗଳମ୍‌ରୁ ଗତକାଲି ଭୋର୍‌ରୁ ବୌଦ୍ଧକୁ ବାହାରିଥିବା ପ୍ରବାସୀ ଶ୍ରମିକଙ୍କ ବସ୍‌ ଓଡିଶା ସୀମାଠାରୁ ପ୍ରାୟ ୮୦୦ କି.ମି ଦୂରରେ ତେଲେଙ୍ଗାନା ରାଜ୍ୟର କୋଥାଗୁଦେମ ନିକଟ ରୁଦ୍ରପୁର ନିକଟରେ ଖରାପ ହେବା ଯୋଗୁଁ ଗତକାଲି ମଧ୍ୟରାତ୍ରୀରୁ ଅଟକି ରହିଥିବା ଜଣାପଡିଛି ।
Read More...

ରାଜ୍ୟରେ ୮୦ ନୂଆ ପଜିଟିଭ ଚିହ୍ନଟ, କରୋନା ମାନଚିତ୍ରରେ ସାମିଲ ହେଲା ଗଜପତି ଓ ନବରଙ୍ଗପୁର

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନା' ନେଉନାହିଁ । ଆଜି ପୁଣି ୮୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ମାନଚିତ୍ରରେ ଗଜପତି ଓ ନବରଙ୍ଗପୁର ଆଜି ଯୋଡି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯,
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ “ଟିମ୍ ପ୍ରକାଶ ତ୍ରିପାଠୀ “

କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି l ଏହି ସମୟରେ ନିଜର ପରିବାର ତଥା ନିଜର ସୁରକ୍ଷା କଥା ଭୁଲି ରାଜଧାନୀକୁ ସଫାସୁତୁରା ରଖିବାରେ ସଫେଇ କର୍ମଚାରୀ, କରୋନା ଯୋଦ୍ଧାମାନଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଆଜି " ଟିମ୍ ପ୍ରକାଶ ତ୍ରିପାଠୀ " ତରଫରୁ ୱାର୍ଡ ନଂ-୧୧
Read More...