ଛୁରାମାଡ଼ରେ ନାବାଳକ ଗୁରୁତର ଆହତ

ସମ୍ବଲପୁର: ଲକ୍‌ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ମିଳୁଥିବା କୋହଳ ଅପରାଧୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ଯାହାକି ଗତ ଦୁଇ ଦିନରେ ତିନୋଟି ଛୁରାମାଡ଼ ଘଟଣାରୁ ସ୍ପଷ୍ଟ ହାଇଛି । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଗତକାଲି ସ୍ଥାନୀୟ ଅଇଁଠାପାଲି ଥାନା ଅଞ୍ଚଳରେ ଏକ ଛୁରାମାଡ଼ ଘଟଣାରେ ଜଣେ ଗୁରୁତର ଆହତ
Read More...

ଜିଲ୍ଲାରେ ୫ଟି ପଜିଟିଭ ଯୋଗୁଁ ପ୍ରଶାସନର କଡା ଆଭିମୁଖ୍ୟ : ଗତକାଲି ପରି ଆଜି ବଜାର ଛକରେ ଭିଡନାହିଁ

ସମ୍ବଲପୁର: ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଗତକାଲି ୫ ହୋଇଗଲା ପରେ ଆଜି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ଓ ସାବିତ୍ରୀ ବ୍ରତ ପାଇଁ ବଜାର ଭିଡ ଉପରେ କଟକଣା ଜାରି କରାଯାଇଛି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ଗୋଲବଜାରଛକ ଓ ବୈଦ୍ୟନାଥ ଛକରେ କୌଣସି ଫଳଠେଲା କିମ୍ବା
Read More...

ବୌଦ୍ଧର ନାବାଳିକା କଳାକାର ଜଗତସିଂହପୁରରେ ଦୁଷ୍କର୍ମ !

ବୌଦ୍ଧ: ଏକ ମେଲୋଡି ପାର୍ଟିରେ ନର୍ତ୍ତକୀ ଭାବରେ କାର୍ଯ୍ୟ କରୁଥିବା ବୌଦ୍ଧର ଜଣେ ନାବାଳିକା କଳାକାରଙ୍କୁ ଜଗତସିଂହପୁର ଜିଲ୍ଲାର ସଂପୃକ୍ତ ମେଲୋଡି ପାର୍ଟିର ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଅଞ୍ଚଳର ଉକ୍ତ ନାବାଳିକା ନାଚଗୀତ ଶିଖିଥିଲେ ।
Read More...

ଚା’ଦୋକାନୀଙ୍କୁ ଥାନାକୁ ନେଲା ପୋଲିସ

ବୌଦ୍ଧ: ଆଜି ସକାଳ ୫ଘଣ୍ଟା ସମୟରେ ପିସିଆର ଭ୍ୟାନରେ ପେଟ୍ରୋଲିଂ କରୁଥିବାବେଳେ ବୌଦ୍ଧସହର ଗାନ୍ଧୀଛକରେ ଚା’ ଦୋକାନ ଖୋଲିଥିବା ୨ଜଣ ଦୋକାନୀଙ୍କ ଦୋକାନ ବନ୍ଦ କରି ବୌଦ୍ଧ ପୁଲିସ ଥାନାକୁ ନେଇଯାଇଥିବା ଜଣାପଡିଛି । ଚତୁର୍ଥପର୍ଯ୍ୟାୟ ଲକ୍‌ଡାଉନ ସମୟରେ ବୌଦ୍ଧ ସହରରେ ଭୋର୍ ସମୟରୁ କିଛି ସମୟ
Read More...

ହୋଟେଲ ଆଗରେ ଖାଇବାକୁ ଦେଇ ତଣ୍ଡ ଗଣିଲେ ଦୋକାନୀ

ବୌଦ୍ଧ:ଲକ୍‌ଡାଉନ ଗାଇଡଲାଇନ ଅନୁଯାୟୀ ହୋଟେଲମାନେ ରୋଷେଇକରି କେବଳ ପାର୍ସଲ ଯୋଗାଇବାର ଅନୁମତି ଥିବାବେଳେ ଦୋକାନ ଆଗରେ ବାହାର ରାଜ୍ୟର ଲୋକଙ୍କୁ ଜଳଖିଆ ଖାଇବାକୁ ଦେଇ ୧ହଜାର ଟଙ୍କା ଫାଇନ ଗଣିଛନ୍ତି ଦୋକାନୀ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧସହର ଏନଏସି ଛକ ନିକଟ ମାର୍କେଟ କଂପ୍ଲେକ୍ସରେ
Read More...

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା

ବୌଦ୍ଧ : ବୌଦ୍ଧ ଜିଲ୍ଲାର ଜଣେ ନାବାଳିକା ଜଗତସିଂହପୁର ଜିଲ୍ଲା ବାଲିକୁଦାଠାରେ ଗୋଟିଏ ମେଲୋଡି ପାର୍ଟର ମାଲିକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି । ନାବାଳିକା ଜଣକ ନର୍ତ୍ତକୀ ହିସାବରେ ମେଲୋଡି ପାର୍ଟିରେ କାମ କରୁଥିଲେ । ଏ ସଂପର୍କରେ ସେ ବାଲିକୁଦା ଥାନାରେ ଅଭିଯୋଗ
Read More...

ରାଜ୍ୟରେ ପୁଣି ୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟକୁ ପ୍ରବାସୀଙ୍କ ଆଗମନ ବଢିବା ସହ କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିଚାଲିଛି । ରାଜ୍ୟରେ ଏବେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢୁଥିବାରୁ ତାହା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଆଜି ଚିହ୍ନଟ ୮୬ ନୂଆ ପଜିଟିଭଙ୍କ ମଧ୍ୟରୁ ୫ଜଣ
Read More...

ବୌଦ୍ଧର ୩ କୋରନା ଆକ୍ରାନ୍ତ ସୁସ୍ଥ ହେଲେ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଜଗତି କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତିନିଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଜିଲ୍ଲାରେ ସକ୍ରିୟ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ କମି ଆସିଛି । ୩ଜଣ ଆକ୍ରାନ୍ତ
Read More...

କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ମାସ୍କ ଓ ସାବୁନ ବାଣ୍ଟି କରୋନା ସଚେତନତା ବାର୍ତ୍ତା ଦେଲେ

କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ ମାସ୍କ ,ସାବୁନ, ବିସ୍କୁଟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କରିଥିବା ଦେଖିବାକୁ ମିଳିଛି।ସେ ଜିଲ୍ଲା ର ମୌଳିକ ସମସ୍ୟା ପାଇଁ ବିଭିନ୍ନ ସମୟରେ ଦାବି
Read More...

ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ପୁନର୍ବାର ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଏ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ କହିଛନ୍ତି ଯେ, ବାତ୍ୟା ଅମ୍ଫନ ପାଇଁ ପରୀକ୍ଷା ଖାତା
Read More...