ଲକ୍ଡାଉନ୍ ମାଡ଼ରେ ନିମ୍ନ ମଧ୍ୟବିତ୍ତ ପରିବାର ଘାଇଲା !
ବୌଦ୍ଧ: କରୋନା ମହାମାରୀ ପାଇଁ ହୋଇଥିବା ଲକ୍ଡାଉନ୍ ଯୋଗୁଁ ସମସ୍ତେ କିଛି ନା କିଛି କ୍ଷତି ସହିଛନ୍ତି । ହେଲେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ନିମ୍ନ ମଧ୍ୟବିତ୍ତ ପରିବାର । ସରକାର ଲକ୍ଡାଉନ୍ ସମୟରେ ଅନେକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଖାଉଟି କାର୍ଡ଼ ପାଇଥିବା ଗରିବ ପରିବାରକୁ ୫!-->…
Read More...
Read More...