ଜଗତସିଂହପୁରରୁ ୨୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ସରକାର କିଛି ସମୟ ପୂର୍ବରୁ ଜଗତସିଂହପୁର ଜିଲ୍ଲାକୁ କରୋନା ମୁ୍‌କ୍ତ ଜିଲ୍ଲା ଘୋଷଣା କରିଥିଲେ । ଏବେ ଜଗତସିଂହପୁର ଜିଲ୍ଲାରେ ପୁଣି ୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ନାଉଗାଁରୁ ୧୯ ଓ କୁଞ୍ଜଙ୍ଗରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

ସମାଜସେବୀ ଜନ୍ମ ଦିନରେ ବାଣ୍ଟିଲେ ପନିପରିବା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଣେ ସମାଜସେବୀ ପ୍ରଦୀପ ବୁଜ୍ଜି ତାଙ୍କର ଜନ୍ମ ଦିନରେ ସହରର 6 ନମ୍ବର ୱାଡ଼ର ଗରିବ ଓ ଅସହାୟଙ୍କୁ ପନି ପରିବା ବଣ୍ଟନ କରିଛନ୍ତି। ଲକଡାଉନ ସମୟରେ ଗରିବ ଓ ଅସହାୟ ନିଜର ଗୁଜରାଣ ମେଣ୍ଟାଇବା ସକାଶେ ଅତି ଆବଶ୍ୟକ ସାମଗ୍ରୀ ଦରକାର ପଡୁ ଥିବାରୁ
Read More...

ଖୁବଶୀଘ୍ର ବସ ଚଳାଚଳ ହେବ ସ୍ୱାଭାବିକ

ଭୁବନେଶ୍ୱର: ରାଜ୍ୟରେ ଯାତ୍ରୀ ପରିବହନ ସେବା ଖୁବଶୀଘ୍ର ସ୍ୱାଭାବିକ ହେବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ଅନୁଯାୟୀ ପରିବହନ ବ୍ୟବସ୍ଥା ଉପରେ ନିୟମ କୋହଳ କରାଯାଇଛି । ଏହି ଅନୁଯାୟୀ ରେଡ୍ ଜୋନ ଓ ଅରେଞ୍ଜ ଜୋନରେ ଯାତ୍ରୀ
Read More...

ସମୁଦ୍ରରେ ମହାବାତ୍ୟା ରୂପ ନେଲା ଅମ୍ଫନ

ଭୁବନେଶ୍ୱର: ସାମୁଦ୍ରିକ ଝଡ ଅମ୍ପନ ସମୁଦ୍ର ମଧ୍ୟରେ ମହାବାତ୍ୟା(ସୁପର ସାଇକ୍ଲୋନ)ର ରୂପ ନେଇଛି । ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଆଡକୁ ୮ କି.ମି. ବେଗରେ ଗତି କରୁଥିବା ବେଳେ ବାଂଲାଦେଶର ହାତୀଆ ଦ୍ୱୀପପୁଞ୍ଜ ଓ ଓଡିଶା ସୀମାବର୍ତ୍ତୀ ଦିଘା ମଧ୍ୟବର୍ତ୍ତୀ ସ୍ଥାନରେ ଏହା ଲ୍ୟାଣ୍ଡଫଲ କରିବ ବୋଲି
Read More...

ଜୁଲାଇ ୧ରୁ ସିବିଏସ୍‌ଇ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ ତାରିଖରୁ ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେବ । ଏଥିପାଇଁ କାର୍ଯ୍ୟସୂଚୀ ସୋମବାର ଜାରି କରାଯାଇଛି । ତା'ସହିତ ପରୀକ୍ଷା ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । କରୋନା ଓ ଲକ୍‌ଡାଉନ୍ ପାଇଁ ବାକି ରହିଯାଇଥିବା ଶ୍ରେଣୀଗୁଡ଼ିକର ପରୀକ୍ଷା ହେବ ।
Read More...

ଲକ୍ଷେ ମୁହାଁ ଦେଶର ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ : ଭାରତ ଗତ କିଛିଦିନ ମଧ୍ୟରେ ସଂକ୍ରମଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଦେଶକୁ ଅତିକ୍ରମ କରିଚାଲିଛି । ଏବେ ଦେଶର ସଂକ୍ରମଣ ସ୍ଥିତି ଅତି ଭୟଙ୍କର । ଏହା ଲକ୍ଷେ ଆଡକୁ ଗତି କରୁଛି । ସେହିପରି, ମୃତ୍ୟୁସଂଖ୍ୟା ମଧ୍ୟ ତିନି ହଜାର ଟପିଗଲାଣି । ତେବେ ଆରୋଗ୍ୟ ହାର ମଧ୍ୟ ବଢ଼ୁଛି ।
Read More...

ଖାଉଟିଙ୍କ ଠାରୁ କିରୋସିନ ଦର ଦୁଇଗୁଣା ଆଦାୟ ଅଭିଯୋଗ

ବୌଦ୍ଧ:ଲକଡାଉନ ସମୟରେ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରରେ ଖାଉଟିଙ୍କୁ ସରକାରୀ ରିଟେଲରମାନେ କିରୋସିନ ବିକ୍ରି କରିଥିବା ଆଲୋଚନା ଚାଲିଛି । ସେହି ପରିପ୍ରେକ୍ଷୀରେ ବୌଦ୍ଧଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବୌଦ୍ଧବ୍ଲକ ବହିରା ଗ୍ରାମପଞ୍ଚାୟତରେ ସରକାରୀ ଧାର୍ଯ୍ୟଦର ୧୫ଟଙ୍କା ଥିବାବେଳେ
Read More...

କୋହଲି ନିଃସନ୍ଦେହରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌: ଚାପେଲ୍‌

ନୂଆଦିଲ୍ଲୀ : ବର୍ତ୍ତମାନ ପୀଢ଼ୀର କ୍ରିକେଟରମାନଙ୍କ ମଧ୍ୟରେ ଭାରତୀୟ ସ୍କିପର ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ତାଙ୍କର ସମୟୋପଯୋଗୀ ସର୍ଟଏବଂ ଅବିଶ୍ୱସନୀୟ ଫିଟ୍‌ନେସ୍ ତାଙ୍କୁ ଏଭଳି ଶ୍ରେଷ୍ଠତ୍ୱ ପ୍ରଦାନ କରିଛି । କୋହଲିଙ୍କ ସଂପର୍କରେ ଏଭଳି ସକରାତ୍ମକ
Read More...

ଚିନ୍ତା ବଢାଉଛି ଅଧାପନ୍ତରିଆ ଫ୍ଲାଇଓଭର : ଟ୍ରାଫିକ ସମସ୍ୟା ସାଙ୍ଗକୁ ସାମାଜିକ ଦୂରତା ରକ୍ଷା ହୋଇପାରୁନି

ସମ୍ବଲପୁର: ସମ୍ବଲପୁର ନଗର ମଝି ନିର୍ମାଣଧୀନ ଫ୍ଲାଇଓଭର ବର୍ତ୍ତମାନ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ନିର୍ମାଣ ପୁରାକରିବା ପାଇଁ ବାରମ୍ବାର ସମୟନେଇ ଏହାର ଠିକାଦାର କାମ ସାରିପାରୁନାହିଁ । ମୂଳତଃ ଏହାର ନିର୍ମାଣ କାର୍ଯ୍ୟ ୧୨ ଫେବୃଆରୀ ୨୦୧୬ରେ ଆରମ୍ଭହୋଇ ୨୧ମେ
Read More...

ପୋଲିସ ଏନକାଉଣ୍ଟରରେ ଜଣେ ପିଏଲଏଫଆଇ ସଦସ୍ୟ ମୃତ୍ୟୁ, ୫ ଗିରଫ

ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇ ର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁଁ
Read More...