ଚୀନ୍‌କୁ ଟପିଗଲା ଭାରତ

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଏବେ ଭାରତର ସ୍ଥିତି ଚୀନ୍‌ଠାରୁ ଆହୁରି ଭୟାବହ ହୋଇଉଠିଛି । ସଂକ୍ରମିତ ସଂଖ୍ୟାରେ ଏହା କରୋନା ସୃଷ୍ଟିକାରୀ ଚୀନ୍ ଦେଶକୁ ଅତିକ୍ରମ କରିଛି । ବର୍ତ୍ତମାନ ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୨୮୦୦
Read More...

୨୦ରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା “ଅମ୍ଫାନ୍‌’

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଛି । ଆଜି ସଂଧ୍ୟା ସୁଦ୍ଧା ଏହା ସାମୁଦ୍ରିକ ଝଡରେ ପରିଣତ ହେବ । ଏହାପରେ ଏହାର ଗତି ଓଡିଶା ଉପକୂଳ ନେଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Read More...

ବଲରେ ଝାଳ-ଲାଳ ବ୍ୟବହାର ନିଷିଦ୍ଧ ହେଉ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ଭୟାବହତା କାରଣରୁ ସାରା ବିଶ୍ୱରେ ବର୍ତ୍ତମାନ ସମସ୍ତ ପ୍ରକାର କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି । ତେବେ ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ଯେଉଁ ଖେଳ ହେବ ସେତେବେଳେ କେତେକ ସତର୍କତା ଅବଲମ୍ବନ ପାଇଁ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶେଷ କରି
Read More...

କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନିତ

କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲା ଗ୍ରୀନ ଜୋନରେ ରହିଛି।ଏହାର ମୂଳ କାରଣ ହେଉଛି ।ଉଭୟ ପୋଲିସ ଓ ପ୍ରଶାସନର ସମନ୍ଵୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।ଜିଲ୍ଲା ସ୍ତରୀୟ ଜାରି ରହିଥିବା ଯୁଦ୍ଧର ନେତୃତ୍ୱ ନେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା ଓ
Read More...

କରୋନା ସମୟରେ ଦେଶର ମା’ ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Read More...

ବୌଦ୍ଧଜିଲ୍ଲା ଶିକ୍ଷକ ପଦୋନ୍ନତିରେ ଦୁର୍ନୀତିର ଗନ୍ଧ ! ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ

ବୌଦ୍ଧ:ଦୀର୍ଘବର୍ଷ ପରେ ବୌଦ୍ଧଜିଲ୍ଲାର ଲେବଲ୍ -୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇବାକୁ ଆଶା ବାନ୍ଧିଥିବାବେଳେ ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗେନ୍ଦ୍ରା କୁଜୁରଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କ ଆଶା ମଉଳିବାରେ ଲାଗିଛି ବୋଲି ଅଭିଯୋଗ ଉଠିଛି । କୋର୍ଟ ଆଦେଶକୁ ଭୁଲ
Read More...

ଜଳସଙ୍କଟ ନେଇ ରାସ୍ତାରୋକ

ସମ୍ବଲପୁର :ପୂର୍ବବର୍ଷମାନଙ୍କ ପରି ଏବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ସମ୍ବଲପୁର ନଗରର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ସମସ୍ୟା ଲାଗି ରହିଛି । ଏହି ମର୍ମରେ ଅଞ୍ଚଳର ଜଳକଷ୍ଟ ସମସ୍ୟା କୁ ନେଇ ଗତକାଲି ସ୍ଥାନୀୟ ରାମଜୀ ମନ୍ଦିର ଛକରେ ଜନସାଧାରଣଙ୍କ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ଏହା
Read More...

ସମର୍ପିତ ଓଡିଶା ପକ୍ଷରୁ କରୋନା ପୀଡିତଙ୍କୁ ଖାଦ୍ୟ ବଣ୍ଟନ ୫୦ ଦିନରେ ପହଁଚିଲା

ସାମାଜିକ ସଂଗଠନ ସମର୍ପିତ ପକ୍ଷରୁ ଲକ ଡାଉନ ର ପ୍ରଥମ ଦିନରୁ ବିଭିନ୍ନ ଜାଗାରେ ଅସହାୟ ଲୋକମାନଙ୍କ ପାଇଁ ଖାଦ୍ୟ ର ବ୍ୟବସ୍ଥା କରାଯାଉଛି।ବିଭିନ୍ନ ସମୟରେ ଗରିବ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ବୁଲା ଜୀବଜନ୍ତୁ ଙ୍କ ପାଇଁ ମଧ୍ୟ ଖାଦ୍ୟ ର ବ୍ୟବସ୍ଥା ଲଗାତାର ଭାବେ ୫୦ଦିନ ହେବ
Read More...

ବୋଦନ୍ତର “ଖେତରୁ ଦୋକାନ’ ଯୋଜନା ଦ୍ୱାରା ଝାରସୁଗୁଡ଼ାର ୧୨୦ ଚାଷୀ ଉପକୃତ

ଝାରସୁଗୁଡ଼ା : କରୋନା ମହାମାରୀର ପ୍ରକୋପ ଯୋଗୁଁ ଦେଶରେ ଚାଷୀ ଭାଇମାନଙ୍କର ଜୀବନଜୀବିକା ବ୍ୟାହତ ହୋଇଛି । ଏହାକୁ ଆଖି ଆଗରେ ରଖି ଝାରସୁଗୁଡ଼ାସ୍ଥିତ ବେଦାନ୍ତ ନିଜର ସିଏସ୍‌ଆର୍ ପ୍ରକଳ୍ପ "ଜୀବିକା ସମୃଦ୍ଧି"ରେ ଅନ୍ତର୍ଭୁକ୍ତ ସିରିଆପାଲି, ଗୁଡ଼ିଗାଁ, କେଲଡ଼ାମାଲ ଓ ଅମାତି ଗ୍ରାମର ଚାଷୀମାନଙ୍କୁ
Read More...

ହରଭଙ୍ଗା ସଙ୍ଗରୋଧ କେନ୍ଦ୍ରରେ ଉତ୍ତେଜନା

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମର ଆଞ୍ଚଳିକ ମହାବିଦ୍ୟାଳୟରେ ଥିବା ଅନ୍ତେବାସୀମାନେ କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନାରେ ଅବ୍ୟବସ୍ଥା ହେଉଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ସଙ୍ଗରୋଧ କେନ୍ଦ୍ରରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଅନ୍ତେବାସୀମାନଙ୍କୁ
Read More...