୪୩ଦିନ ପରେ ବୌଦ୍ଧରୁ ନିଜ ରାଜ୍ୟକୁ ଗଲେ ଶ୍ରମିକ

ବୌଦ୍ଧ:ଲକଡାଉନ ସମୟରେ ଗତ ମାର୍ତ୍ତମାସ ୩୦ ତାରିଖରୁ ପ୍ରାୟ ୪୩ଦିନ ଧରି ବୌଦ୍ଧରେ ଫସିରହିଥିବା ୩୧ଜଣ ପ୍ରବାସୀ ଶ୍ରମିକ ଆଜି ମଧ୍ୟପ୍ରଦେଶ ଯାତ୍ରା କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ କାମ କରୁଥିବା ୩୧ଜଣ ଶ୍ରମିକ ଲକଡାଉନ ଘୋଷଣା ପରେ ଚାଲିଚାଲି ନିଜ ରାଜ୍ୟ ମଧ୍ୟପ୍ରଦେଶକୁ
Read More...

ଗାଁରେ ଆନ୍ଧ୍ର ଫେରନ୍ତା କପାଚାଷୀ, ଲୋକେ ଆତଙ୍କିତ

ବୌଦ୍ଧ:- ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମକୁ ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୨ଜଣ କପାଚାଷୀଙ୍କ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପିନାଥପୁର ଗ୍ରାମରେ ପ୍ରାୟ ୧୫
Read More...

ପ୍ରବାସୀଙ୍କ ପାଇଁ ୧୦ ହଜାର କୋଟିର ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର "ଆତ୍ମନିର୍ଭର ଭାରତ' ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ପ୍ୟାକେଜ୍ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବିସ୍ତୃତ ସୂଚନା ଦେଇଛନ୍ତି । ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହି
Read More...

ଶିଷ୍ଟ ଓ ନମ୍ରତା ଭୁଲିଗଲେ ଓଏଏସ୍‌, ରାଜ୍ୟବ୍ୟାପୀ ପ୍ରତିକ୍ରିୟା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଉତ୍ତରଦାୟୀ କରିବା ପାଇଁ ବରିଷ୍ଠ ଆଇଏଏସ୍ ଓ ଓଏଏସମାନଙ୍କୁ ଶିଷ୍ଟ ଆଚରଣ କରିବା, ନମ୍ରତା ପ୍ରକାଶ କରିବା ଭଳି ଉପଦେଶ ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଡିଓ ତଥା ଓଏଏସ୍ ଛବିରାଣୀ ସାହୁ ପ୍ରବାସୀ ସୁରତ ଫେରନ୍ତାଙ୍କୁ
Read More...

ପାଦରେ ଚାଲିଚାଲି ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ସୀମାରେ ପହଞ୍ଚାଇବାରେ ଓଡିଶା ପୁଲିସର ସହାୟତା

ଭୁବନେଶ୍ୱର : ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗ, ଝାଡଖଣ୍ଡ ଓ ବିହାରକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାନରେ ପହଞ୍ଚାଇବା ପାଇଁ ଓଡିଶା ପୁଲିସ ପକ୍ଷରୁ ବସର
Read More...

ବଲବୀର ସିଂଙ୍କୁ ପୁଣି ହୃଦ୍‌ଘାତ

ଚଣ୍ଡୀଗଡ଼ : ହକି କିମ୍ବଦନ୍ତୀ ବଲବୀର ସିଂ (ସିନିୟର)ଙ୍କୁ ପୁଣି ହୃଦ୍‌ଘାତ ହୋଇଛି । ସେ ଦୁଇଥର ହୃଦ୍‌ଘାତରେ ଶିକାର ହୋଇଥିବାର ଜଣାପଡ଼ିଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ଜଣାପଡ଼ିଛି । ତାଙ୍କ ନାତି କବିର ଏହି ସୂଚନା ଦେଇଛନ୍ତି । ତିନିଥର ଅଲିମ୍ପିକ୍ ପଦକ ଜିତିଥିବା ବଲବୀରଙ୍କୁ
Read More...

କୋହଲି ଓ ସଚିନ୍‌ଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ଜାଣନ୍ତୁ

କରାଚୀ : ବିରାଟ କୋହଲି ଓ ସଚିନ୍ ତେନ୍ଦୁଲକର ଦୁଇଜଣ ମହାନ୍ କ୍ରିକେଟର । ନିଜ ନିଜ କ୍ଷେତ୍ରରେ ସେମାନେ ସଫଳ । କିନ୍ତୁ ଏହି ଦୁଇ ତାରକା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଖେଳ ବେଳେ କିଏ କ'ଣ କହିଲେ କୋହଲି କ୍ରୋଧ ସମ୍ବରଣ କରିପାରନ୍ତି ନାହିଁ ଏବଂ ଚଟାପଟ ଚିଡ଼ିଯାଆନ୍ତି ।
Read More...

କରୋନା ଆଦୌ ଯାଇନପାରେ : ହୁ

ଜେନେଭା : ବର୍ତ୍ତମାନ ସାରା ବିଶ୍ୱରେ ଲୋକମାନଙ୍କ ମୁହଁରେ ଗୋଟିଏ ପ୍ରଶ୍ନ- ମହାମାରୀ କରୋନା ଭାଇରସ କେବେ ଅପସାରିତ ହେବ । ଏହା ଆଉ କେତେଦିନ ରହିବ ଏବଂ ଏହାର ବ୍ୟାପକତା ଆଗାମୀ ଦିନରେ କିଭଳି ରୂପ ନେବ ସେ ନେଇ ଅସଂଖ୍ୟ ଲୋକ ପ୍ରଶ୍ନ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)
Read More...

ସରପଞ୍ଚଙ୍କ ସଟ୍‌ଡାଉନ୍‌, ବିଡ଼ିଓଙ୍କ ନା !

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଚାଚାରିନ୍ ସ୍ୱାଇଁ କୌଣସି କାରଣ ନଥାଇ ହଠାତ୍ ସଟ୍‌ଡାଉନ୍ ଘୋଷଣା କରିଥିଲେ । ଏ ବିଷୟରେ ବଡ଼ଚଣା ବ୍ଲକ ବିଡ଼ିଓ ସୁଙ୍ଗୁଡ଼ା ସରପଞ୍ଚଙ୍କୁ କୈଫୟତ ତଲବ ମାଗିଥିଲେ । ଯାହା ସରକାରଙ୍କ ନିୟମ ଓ ବ୍ୟବସ୍ଥା ରହିଛି ତାହାକୁ ନେଇ
Read More...

କେନ୍ଦ୍ରାପଡ଼ାରୁ ପୁଣି ୧୩ ନୂଆ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ନୂଆ ୧୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା, କେନ୍ଦ୍ରାପଡ଼ା ଏବଂ କନିକା ବ୍ଲକର ହୋଇଥିବା ବେଳେ ଏମାନେ ସମସ୍ତେ ସୁରାଟ ଫେରନ୍ତା ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ଏମାନେ ସମସ୍ତେ
Read More...