ରାସନକାର୍ଡ ବିତରଣରେ ପରିଲକ୍ଷିତ ବିସଙ୍ଗତି ଦୂର କରିବା ପାଇଁ ଦାବି

ସମ୍ବଲପୁର:ବର୍ତ୍ତମାନ କରୋନା ସଙ୍କଟ ଯୋଗୁଁ ଗରିବ ଓ ଗରିବୀ ରେଖାତଳେ (ବିପିଏଲ) ଗୁଜୁରାଣ ମେଣ୍ଟାଉଥିବା ପରିବାର ପାଖରେ ରାସନକାର୍ଡଟିଏ ରହିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବହୁତ ପରିବାରକୁ ଏହା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ମଧ୍ୟ ଏହି ପ୍ରକ୍ରିୟା ଅବ୍ୟାହତ
Read More...

ଜୀବନକୁ ବାଜିଲଗାଇ ଘରବାହୁଡା: ମହାରାଷ୍ଟ୍ରରୁ ଅଟୋରିକ୍ସାରେ ଫେରୁଛନ୍ତି ଶ୍ରମିକ

ସମ୍ବଲପୁର: କରୋନା ସଂକ୍ରମଣ ଯୋଗୁଁ ମହାନଗର ଅଞ୍ଚଳରେ ରୋଜଗାରର ସମସ୍ତ ପନ୍ଥା ବନ୍ଦ ହୋଇଯିବାରୁ ଅପ୍ରବାସୀ ଶ୍ରମିକମାନେ ଘରବାହୁଡା ପାଇଁ ବାଧ୍ୟହୋଇଛନ୍ତି । ସରକାରଙ୍କ ପକ୍ଷରୁ ଯାତାୟାତ ପାଇଁ ଯାହାକିଛି ବ୍ୟବସ୍ଥା କରାଯାଉଛି ସେଗୁଡିକ ଆରମ୍ଭ ହେବାରେ ବୋଧହୁଏ ବିଳମ୍ବ ଘଟିଛି ଏଣୁ ବାଧ୍ୟହୋଇ
Read More...

ବୋଝ ଉପରେ ଲଳିତା ବିଡା : ୮ଶହ କି.ମି. ପାଦରେ ଚାଲିଚାଲି ଗାଁରେ ପହଞ୍ଚିଲେ ଯୁବକ, ବାହାରିଲା ପଜିଟିଭ

ରୁପନଗର : ଦେଶରେ କରୋନା ସଂକଟରେ ସବୁଠାରୁ ବହୁତ କଷ୍ଟ ସହୁଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ । ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ କିଏ ଶହଶହ କି.ମି. ପାଦରେ ଚାଲୁଛନ୍ତି ଆଉ କିଏ ସାଇକେଲ ସହାୟତା ନିଜ ରାଜ୍ୟକୁ ଫେରୁଛନ୍ତି । ସେହିପରି ଆଉ କେତେକ ଶ୍ରମିକ ବିପଦପୂର୍ଣ୍ଣ ଭାବରେ ଟ୍ରକରେ
Read More...

ବିଜେପି କର୍ମୀ ଅସନ୍ତୁଷ୍ଟ ବଣ୍ଟନ ହୋଇପାରୁନି ହିନ୍ଦୁସ୍ଥାନ ପେଟ୍ରୋଲିୟମର ରିଲିଫ ସାମଗ୍ରୀ

ବୌଦ୍ଧ:ମିଳିଥିବା ଏକ ତଥ୍ୟ ଅନୁଯାୟୀ ଭାରତ ସରକାରଙ୍କ ଗ୍ୟାସ ଓ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଚେଷ୍ଟାରେ ବୌଦ୍ଧଜିଲ୍ଲା ପାଇଁ ହିନ୍ଦୁସ୍ଥାନ ପେଟ୍ରୋଲିୟମ କଂପାନୀ ଦୁଇଟ୍ରକ ରିଲିଫ ସାମଗ୍ରୀ ପଠାଇଛି । ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଟ୍ରକ
Read More...

୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବାଞ୍ଜିଝାଲ ଗ୍ରାମ ବସଷ୍ଟାଣ୍ଡ ପାଖରେ ଥିବା ପତ୍ରା ଜଙ୍ଗଲରେ ଏକ ଅଜଗର ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି ଗ୍ରାମର ଜଗ ବରିହା ଆଜି ସକାଳେ କେନ୍ଦୁପତ୍ର ତୋଳୁଥିବା ବେଳେ ଏହା ଦେଖିଥିଲେ । ଜଗ ଅଜଗରକୁ ଉଦ୍ଧାର କରି ମୁଖ୍ୟ ରାସ୍ତାକୁ
Read More...

ସ୍କୁଟି-ଟ୍ରକ ମୁହାଁମୁହିଁ ଧକ୍କା, 2ମୃତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ 57 ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ବରୀପାଲି କୁକୁରାଯୋର ନିକଟରେ ସ୍କୁଟି ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନଙ୍କର ପରିଚୟ ମିଳିପାରିନାହିଁ ।ଆଜି ସକାଳୁ ଦୁଇ ଜଣ ଏକ ସ୍କୁଟିରେ ବଲାଙ୍ଗିର
Read More...

ବିନା ଗୋଡ଼ରେ ନବଜାତ ସନ୍ତାନ ଜନ୍ମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଡ୍ର।ଗ୍ରାମ ପଞ୍ଚାୟ ର ଟିକରବ।ଜୁ ଗ୍ରାମର ସାନନ୍ତି ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କର ପୁତ୍ର ସନ୍ତାନ ଟିଏ ଜନ୍ମ ହେଲା। ପୁଅ ଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ ଦୁଃଖର
Read More...

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ପାର୍‌, ପୁଣି ୭୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟକୁ ପ୍ରବାସୀ ଓଡିଆଙ୍କ ଆଗମନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁତୁହୁତୁ ହୋଇ ବଢିଚାଲିଛି । ଆଜି ପୁଣି ୭୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ
Read More...

ଟ୍ରକ ପଛରେ ପିଟିହେଲା ବାଇକ,ଯୁବକଙ୍କ ହାତ ଛିଣ୍ଡିଲା

ବୌଦ୍ଧ : ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ଦନ୍ତାପାଲି ଗ୍ରାମ ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ବାଇକ୍ ଧକ୍କା ଦେବାରୁ ଜଣେ ଯୁବକଙ୍କ ଗୋଟିଏ ହାତ ଛିଣ୍ଡି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୪ ଘଣ୍ଟା ସମୟରେ ବୌଦ୍ଧ ଅଂଚଳକୁ ନିଜ ଶ୍ୱଶୁର
Read More...

ବାଇକକୁ ପଛରୁ ଧକ୍କାଦେଲା ୱିଙ୍ଗର୍‌, ଜଣେ ଗୁରୁତର

ବୌଦ୍ଧ : ଆଜି ଅପରାହ୍ନରେ ଜାତୀୟ ରାଜପଥ ନଂ ୫୭ର ହରେକୃଷ୍ଣପୁର ନିକଟ ବୁଲାଣିରେ ସଡକ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ହରେକୃଷ୍ଣପୁର ବୁଲାଣି ନିକଟରେ ସମାନ ଦିଗରୁ ଆସୁଥିବା ଏକ ୱିଙ୍ଗର ବାଇକକୁ ଧକ୍କା ଦେଇଥିଲା । ବାଇକ ସହ ଚାଳଳକ
Read More...