ହାଇଦ୍ରାବାଦରେ ଫସିରହିଛନ୍ତି ବୌଦ୍ଧ ଓ ରେଢାଖୋଲର ଶ୍ରମିକ, ଉଦ୍ଧାର ପାଇଁ ଦାବି
ବୌଦ୍ଧ:ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦର ବଇନପାଲି ଗୌରୀନଗର ଅଞ୍ଚଳକୁ ୟୁନିଭର୍ସାଲ ଟେଣ୍ଟ ହାଉସରେ କାମ କରିବାପାଇଁ ଯାଇଥିବା ବୌଦ୍ଧସହର ଓ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ୧୧ଜଣ ଶ୍ରମିକ ଫସିରହିଛନ୍ତି । ଲକଡାଉନ ଯୋଗୁଁ ବସ୍୍ ଓ ରେଳସେବା ବନ୍ଦ ରହିଥିବାରୁ ଘରକୁ ଫେରିବାପାଇଁ!-->…
Read More...
Read More...