ପୁରୀ ଜିଲାରୁ ନିଖୋଜ ଶିଶୁ ଦେବଗଡ଼ରେ ଉଦ୍ଧାର

ଦେବଗଡ଼: ପୁରୀ ଜିଲାରୁ ଗତ ୪ ମାସ ହେବ ନିଖୋଜ ହୋଇଥିବା ଏକ ଶିଶୁ ଦେବଗଡ଼ ଜିଲାର ଶିଶୁ ସୁରକ୍ଷା ବିଭାଗଦ୍ୱାରା ଉଦ୍ଧାର ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଗତ ଫେବୃଆରୀ ମାସରେ କକା ଘରେ ରହୁଥିବା ଚିଂଟୁ ନନ୍ଦ(୧୫) କାହାକୁ କିଛି ନ କହି ପୁରୀ ରେଲ ଷ୍ଠେସନରେ ଚେନ୍ନାଇ ଅଭିମୁଖେ ଯାଇଥିବା
Read More...

କୁକୁର ଆକ୍ରମଣରୁ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହରିଣ ମୃତ

ଦେବଗଡ଼ : ତିଳେଇବଣି ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରମାରେ ଗତକାଲି ବି,ମ୍ବିତ ରାତିରେ କୁକୁରପଲ ଆକ୍ରମଣରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବରଘାଟ ଗ୍ରାମକୁ ତିଳେଇବଣି ସଂରକ୍ଷିତ ଜଂଙ୍ଗଲରୁ ଏକ ହରିଣ ବାଟବଣାହୋଇ ଚାଲିଆସିଥିଲା । ଫଳରେ ଗ୍ରାମରେ ଥିବା କୁକୁର ପଲ
Read More...

ବୌଦ୍ଧରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ : ଗତକାଲି ତିନିଜଣଙ୍କ ପାଖରେ କରୋନା ପଜିଟି ବାହାରିଥିବା ବେଳେ ଆଜି ଆଉ ଜଣଙ୍କ ଦେହରେ କରୋନା ଭୂତାଣୁ ବାହାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନୂତନ କରୋନା ରୋଗୀ ଜଣକ ସୁରଟ ଫେରନ୍ତା ଓ ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେରହିଥିଲେ ।
Read More...

ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଏଭଳି ମତ ରଖିଲେ ମୋଦି

ନୂଆଦିଲ୍ଲୀ : ରାଜ୍ୟ ସରକାରମାନେ କରୋନା ସଂକଟ ମୁକାବିଲାରେ ମହତ୍ୱପୂର୍ଣ୍ଣ ଭୂମିକା ପାଳନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସହ ପ୍ରତିଟି ମୁହୂର୍ତ୍ତରେ ହାତକୁ ହାତ ମିଳାଇ ସେମାନେ କାମ କରୁଛନ୍ତି । ନିଜ ରାଜ୍ୟର ସ୍ଥିତି ନିୟନ୍ତ୍ରଣ କରୁଥିବା ବେଳେ କେନ୍ଦ୍ରକୁ ମଧ୍ୟ ଏହି କାର୍ଯ୍ୟରେ
Read More...

୮ ଜୁଆଡ଼ି ଗିରଫ

କନ୍ଧମାଳ ଫିରିଙ୍ଗିଆ ଥାନା ଦ୍ୱାରା ଗତକାଲି ରାତିରେ ଏକ ଘରେ ଜୁଆ ଖେଳ ଚାଲିଥିବା ବେଳେ ଫିରିଙ୍ଗିଆ ପୋଲିସ ଚଢ଼ାଉ କରିଥିଲେ I ୮ ଜଣକୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକଲ, ନଗଦ 26038 ଟଙ୍କା ଜବତ କରିଥିଲେ I ଗିରଫ ହୋଇଥିବା ୮ ଜଣ ହେଲେ ଶ୍ରାବଣ କୁମାର ନାୟକ (30),
Read More...

ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର :   ରାଜ୍ୟରେ ପୁଣି ଆଉ ୩ଜଣ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ମାମଲା ୩୯୪କୁ ବୃଦ୍ଧି ପାଇଛି । ନୂଆକରି ଚିହ୍ନଟ ହୋଇଥିବା ସଂକ୍ରମିତମାନେ କଟକ, ଯାଜପୁର ଓ ମୟୂରଭଞ୍ଜର ବୋଲି ଜଣାପଡିଛି ।
Read More...

ବିଜେଡି ଯୁବ ସଭାପତି ଗରିବ ଲୋକଙ୍କୁ ବାଣ୍ଟିଲେ ଅତ୍ୟାବଶ୍ୟକ ଦ୍ରବ୍ୟ

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଉପଲଡା ଗ୍ରାମ ପଞ୍ଚାୟତ ଠାରେ ବିଜେଡି ଯୁବ ସଭାପତି ଏସ୍.ଲିଙ୍ଗରାଜ ଗରିବ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ ପନି ପରିବା ଯୋଗାଇ ଦେବା ସହ ମାସ୍କ ମଧ୍ୟ ବଣ୍ଟନ କରିଛନ୍ତି । ଲୋକଙ୍କୁ ମାସ୍କ ଦେଇ ସଚେତନତା କରାଇଛନ୍ତି। ମାସ୍କ ପିନ୍ଧନ୍ତୁ ଘରେ ରୁହନ୍ତୁ ଆବଶ୍ୟକ
Read More...

ସମସ୍ୟା ବଢ଼ାଉଛି କଟକଣା କୋହଳ

ନୂଆଦିଲ୍ଲୀ :କେତେକ ଦେଶ କଠୋର ଲକ୍‌ଡାଉନ୍ କଟକଣା ପ୍ରୟୋଗ କରି କରୋନା ସଂକ୍ରମଣ ସ୍ଥିତିକୁ ବହୁମାତ୍ରାରେ ନିୟନ୍ତ୍ରଣ କରିପାରିଥିବା ବେଳେ ଭାରତରେ କିନ୍ତୁ ସ୍ଥିତି ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଲକ୍‌ଡାଉନ୍ ନିୟମରେ ପର୍ଯ୍ୟାୟକ୍ରମିକ କୋହଳ ଯୋଗୁଁ
Read More...

ରାସ୍ତା ଓ ରେଳ ଟ୍ରାକ୍‌ରେ ଚାଲିବା ମନା

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକମାନଙ୍କର ପ୍ରତ୍ୟାବର୍ତ୍ତନ ବେଳେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ରେଳ ଟ୍ରାକ୍‌ରେ ଦୁର୍ଘଟଣା ଘଟି ଶ୍ରମିକମାନେ ମୃତାହତ ହେବା ଘଟଣା ବାରମ୍ବାର ଘଟିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି
Read More...

କାଶ୍ମୀରରେ ଏବେ ଚାଲୁ ହେବନି ୪-ଜି ନେଟ୍‌

ନୂଆଦିଲ୍ଲୀ:ନିକଟ ଭବିଷ୍ୟତରେ ଜମ୍ମୁ-କାଶ୍ମୀରେ ୪-ଜି ଇଣ୍ଟରନେଟ୍ ସେବାର ପୁନଃ ପ୍ରଚଳନ ହେବାର ସମ୍ଭାବନା ବହୁତ କମ । କାରଣ ବର୍ତ୍ତମାନ ପାଇଁ ଏହି ସେବା ପୁନଃ ଆରମ୍ଭ କରିବା ଲାଗି ସୁପ୍ରିମ୍‌କୋର୍ଟ ସୋମବାର ମନା କରିଦେଇଛନ୍ତି । ତେବେ ଭାରସାମ୍ୟ ରକ୍ଷା କରି ଏହାକୁ କିପରି ପୁଣି
Read More...