ଭୁବନେଶ୍ୱର ବିମାନବନ୍ଦର ‘ନନ୍‌ଟଚ୍‌’ ହେବା ନେଇ ନିଷ୍ପତ୍ତି

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନାର କରାଳ ରୂପ ଉଗ୍ର ହେଉଥିବା ବେଳେ ଦେଶରେ ତଥା ଆମ ରାଜ୍ୟରେ ଏହା ଏକ ସନ୍ଦିକ୍ଷଣରେ ପହଞ୍ଚିଛି । କରୋନା ପଜିଟିଭରେ ଆମ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶା ହଟସ୍ପଟ୍ ହେବାର ଆଶଙ୍କା ବ୍ୟକ୍ତ କରିଥିବା ବେଳେ କରୋନା ଏବେ ଓଡିଶାରେ ଲମ୍ବା ଡିଆଁ
Read More...

ଭୁବନେଶ୍ୱର ଏମ୍ସର ୪ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ଚାରିଜଣ ଡାକ୍ତର ତଥା କରୋନା ଯୋଦ୍ଧାଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ ପଠାଯାଇଛି । ଡାକ୍ତରଙ୍କ ସହିତ ଦୁଇ ଆଟେଣ୍ଡେଣ୍ଟଙ୍କୁ ମଧ୍ୟ କ୍ୱାରେଣ୍ଟାଇନ ନିର୍ଦ୍ଦେଶ ଦିଆଯାଇଛି । ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଏହି କରୋନା ଯୋଦ୍ଧାମାନେ ଚିକିତ୍ସା
Read More...

୨୦ଦିନରେ ଦେଖା ସରିବ ମାଟ୍ରିକ ଖାତା, ଜୁଲାଇ ଶେଷ ସୁଦ୍ଧା ଫଳ

ଭୁବନେଶ୍ୱର : ଆସନ୍ତା ମଇ ୨୦ ତାରିଖଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏବଂ ୨୦ ଦିନ ମଧ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ କରାଯାଇ ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା
Read More...

ରେଲୱେ ଟିକେଟ ପାଇଁ ବୁକିଂ ଆରମ୍ଭ ହେଲା

ଭୁବନେଶ୍ୱର : ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଅପରାହ୍ନ ୪ଟାରୁ ଆଇଆର୍‌ସିଟିସି ସାଇଟ୍‌ରେ ଅନଲାଇନ ରେଳ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଏହି ସମୟରେ ପୂର୍ବ ପ୍ରଚଳିତ କୌଣସି ରେଳ ଷ୍ଟେସନରେ କାଉଣ୍ଟର ଖୋଲା ରହିବ ନାହିଁ । ଯେଉଁ ଯାତ୍ରୀମାନେ ରେଳ ଯାତ୍ରା
Read More...

ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଏଆଇଟିୟୁସି (ବୌଦ୍ଧ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…

ବୌଦ୍ଧ: ଆଜି ଏଆଇଟିୟୁସି ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ, ସଂପାଦକ ଅବକାଶ ସାହୁ, ମା ଭୈରବୀ ବସକର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସଂପାଦକ ଦିଲ୍ଲିପ କୁମାର ସାହୁ, ପ୍ରଫୁଲ୍ଲ ନାଏକ, ପ୍ରଦୀପ କୁମାର ସାହୁ, ଅରକ୍ଷିତ
Read More...

କରୋନା ସଂକଟରେ ଅଭିନବ ବାହାଘର : ଭିଡିଓ କଲ ଜରିଆରେ ହେଲା କନ୍ୟାଦାନ

ସମ୍ବଲପୁର: କରୋନା ସଂକଟ କାଳରେ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଓ ଲୋକେ ସମୟାନୁସାରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେଉଛନ୍ତି । ଏପରି ଏକ ବିଚିତ୍ର ବାହାଘର ସ୍ଥାନୀୟ ମୁଦିପଡାରେ ଲକଡାଉନର ସମସ୍ତ କଟକଣା ଓ ସାମାଜିକ ଦୂରତା ନିୟମକୁ ଅକ୍ଷରେ ଅକ୍ଷରେ ପାଳନ
Read More...

ଲକଡାଉନ କୁ ଫୁ ; ରାସ୍ତାଘାଟରେ ଭିଡ଼

ସମ୍ବଲପୁର : କରୋନା କୁ ନେଇ ଆଗାମୀ ଦିନର ଭୟାବହତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାରେ ସରକାର ବିଫଳ ରହିଛନ୍ତି, ଏଣୁ ରାସ୍ତାଘାଟ ଓ ଦୈନନ୍ଦିନ ବଜାରରେ ଭିଡ ବଢିଚାଲିଛି । ଏହିପରି କିଛି ଦୃଶ୍ୟ ଲକଡାଉନର ତୃତୀୟ ପର୍ଯ୍ୟାୟର ଆଜି ଏଠାରେ ଦେଖିବାକୁ ମିଳିଛି । ଗତକାଲି ରବିବାର ଯୋଗୁଁ
Read More...

ହାତୀ ଆକ୍ରମଣରେ ମହିଳା ଗୁରୁତର ଆହତ

ସମ୍ବଲପୁର :ଜୀବନ ଜୀବିକା ପାଇଁ କେନ୍ଦୁପତ୍ର ସ°ଗ୍ରହ କରୁଥିବା ସମୟରେ ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ରେଢାଖୋଲ ବନଖଣ୍ଡର ବଡବାହାଲ ରେଞ୍ଜ ଅନ୍ତର୍ଗତ ଶିଶୁପର୍ଣ୍ଣ ଗାଁର ଲିଲି ସାହୁ (୨୪) ଗତକାଲି ରବିବାର ଦିନ କେନ୍ଦୁପତ୍ର
Read More...

ଟିକାବାଲିରୁ ଆଠମଲ୍ଲିକ ପାଦରେ ଚାଲିଚାଲି ଯାଉଛନ୍ତି ଶ୍ରମିକ

ବୌଦ୍ଧ:ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ କାମ କରିବାପାଇଁ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳକୁ ଯାଇଥିବା ୪ଜଣ ଶ୍ରମିକ ପାଦରେ ଚାଲିଚାଲି ନିଜଘରକୁ ଫେରିଥିବା ତିଲେଶ୍ୱର ନିକଟରେ ଦେଖିବାକୁ ମିଳିଥିଲା । ସେମାନଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ କନ୍ଧମାଳ ଜିଲ୍ଲା ଟିକାବାଲି
Read More...

ବୌଦ୍ଧରେ କରୋନା ପଜିଟିଭ, ସୋନପୁର ପୋଲିସ ଆଲର୍ଟ

ବୌଦ୍ଧ:- ଗତକାଲି ବୌଦ୍ଧଜିଲ୍ଲାର ୩ଜଣ ସୁରଟ ଫେରନ୍ତାଙ୍କ ଦେହରେ କରୋନା ପଜିିଟିଭ ବାହାରିବା ପରେ ସୋନପୁର ପୋଲିସ ପୁରାପୁରି ଆଲର୍ଟରେ ଥିବା ଆଜି ସକାଳୁ ଦେଖିବାକୁ ମିଳିଥିଲା । ବୌଦ୍ଧ ଏବଂ ସୋନପୁର ଜିଲ୍ଲାକୁ ସଂଯୋଗ କରୁଥିବା ମନମୁଣ୍ଡା ତେଲନଦୀର ଅପରପାଶ୍ୱର୍ରେ ରାସ୍ତା ସିଲ୍‌କରି ତନଖି
Read More...