ଭାଙ୍ଗି ଯାଇଥିବା ପୋଲକୁ ମରାମତି ଦାବି
ବୌଦ୍ଧ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ଠାରୁ ବୌଦ୍ଧବ୍ଲକର ଦହ୍ୟାକୁ ସଂଯୋଗ କରୁଥିବା ରାସ୍ତା ଓ ପୋଲକୁ ମରାମତି କରିବାପାଇଁ ଦାବି ହେଉଛି । ବିଳାସପୁର ଠାରୁ ଖଇରହଣା ଦେଇ ଉକ୍ତ ରାସ୍ତା ମଶିଣାପଡାର ଲୋକେ ଯିବାଆସିବା କରିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଖଇରହଣା!-->…
Read More...
Read More...