ପୁଣି ୧୫ ପଜିଟିଭ ଚିହ୍ନଟ : ବୌଦ୍ଧ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ଆଜି ପୁଣି ଆଉ ୧୫ ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟର ଆଉ ଏକ ଜିଲ୍ଲା ବୌଦ୍ଧକୁ କରୋନା ଆଜି କବଳିତ କରିଛି । ଜିଲ୍ଲାରୁ ଆଜି ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୭, ଅନୁଗୋଳ ୨, ପୁରୀ ୨ ଓ ଯାଜପୁରରୁ ଗୋଟିଏ
Read More...

ମାତୃ ଦିବସରେ ମାସ୍କ ବଣ୍ଟନ

ବୌଦ୍ଧ : ଆଜି ବିଶ୍ୱମାତୃ ଦିବସରେ ବୌଦ୍ଧ ଜିଲ୍ଲାର ଉଜ୍ୱଳା ଦିଦିମାନେ କରୋନାର ଦୃଢ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକାରାରେ ଦେଶକୁ କରୋନାରୁ ରକ୍ଷା କରିବା ପାଇଁ ଲୋକମାନଙ୍କୁ ସଚେନତତା କରିବା ସହିତ ଦିଦିମାନେ ନିଜସ୍ୱ ଉଦ୍ୟମରେ ମାସ୍କ ତିଆରି କରି ବୌଦ୍ଧ ଜିଲ୍ଲାର
Read More...

ହଟ୍‌ସ୍ପଟ୍ ଅଞ୍ଚଳରେ ଜନ୍ମ ଉତ୍ସବ: ୪୫ ଜଣ ହେଲେ ସଂକ୍ରମିତ

ହାଇଦ୍ରାବାଦ : ସାରା ଦେଶରେ ଲକ୍‌ଡାଉନ୍ ଜାରି ହୋଇଥିଲେ ମଧ୍ୟ ଜନ୍ମଦିନ ଉତ୍ସବ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଉତ୍ସବ ପାଇଁ ଏଥିରେ କେତେକ ନିର୍ଦ୍ଧିଷ୍ଟ ସର୍ତ୍ତ ରହିଛି । ଏଭଳି ଅନୁମତି ମିଳିବା ପରେ ଦେଶରେ ବିବାହ
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ । ପ୍ରତିଦିନ ଶହଶହ ନୂଆ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି । ବର୍ତ୍ତମାନ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର, ୯୩୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୧୦୯କୁ ବୃଦ୍ଧି
Read More...

ରାଜ୍ୟରେ ଆଜି ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୬ ଓ ଯାଜପୁରରୁ ୪ ରହିଛନ୍ତି । ଭଦ୍ରକ ଜିଲ୍ଲାରେ ମୋଟ ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ମୋଟ ୫୯ରେ ପହଞ୍ଚିଛି । ଏ ସଂପର୍କିତ ସୂଚନା
Read More...

ହରପ୍ରୀତ୍‌ଙ୍କୁ ଛଟପଟ କରାଉଛି କରୋନା

ରାୟପୁର : ରଣଜୀ କ୍ରିକେଟର ଅନ୍ୟତମ ଜଣାଶୁଣା ଚେହେରା ହେଉଛନ୍ତି ଛତିଶଗଡ଼ ସ୍କିପର ହରପ୍ରୀତ୍ ସିଂ ଭାଟ୍ଟିଆ । ପ୍ରତି ରଣଜୀ ସିଜିନ୍ ପରେ ସେ ସାଧାରଣତଃ ଇଂଳଣ୍ଡ ଯାଇ କ୍ଲବ କ୍ରିକେଟ୍ ଖେଳିଥାନ୍ତି । ସେଠାରୁ ଫେରିବା ପରେ ଦେଶ ଭିତରେ ଛୋଟମୋଟ ଟୁର୍ଣ୍ଣାମେଣ୍ଟ ଖେଳି ବେଶ୍ କିଛି ପୁରସ୍କାର ତଥା
Read More...

ଭିନ୍ନ ଢଙ୍ଗରେ ମାତୃତ୍ୱ ଦିବସ ପାଳିଲେ କ୍ରୀଡ଼ା ତାରକା

ନୂଆଦିଲ୍ଲୀ : ରବିବାର ୧୦ ତାରିଖ ବିଶ୍ୱ ମାତୃତ୍ୱ ଦିବସ ସାରା ବିଶ୍ୱରେ ପାଳିତ ହୋଇଛି; କିନ୍ତୁ ଏବର୍ଷ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳନ କରାଯାଇଛି । ଏବେ ସମଗ୍ର ବିଶ୍ୱରେ କରୋନା ଭାଇରସର ତାଣ୍ଡବ ଚାଲିଛି । ସମସ୍ତେ ନିଜ ନିଜ ଘରେ ଆବଦ୍ଧ । ତେବେ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଧିକାଂଶ
Read More...

କରୋନା ମଧ୍ୟରେ ଆମକୁ ଖେଳିବାକୁ ପଡ଼ିବ: ଗମ୍ଭୀର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ନିୟନ୍ତ୍ରଣ ହେଲା ପରେ ମଧ୍ୟ କ୍ରିକେଟ୍ ନିୟମ ଓ ବ୍ୟବସ୍ଥାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବ ବୋଲି ଲାଗୁ ନାହିଁ । କରୋନା ବିପଦ ମଧ୍ୟରେ ହିଁ ଆମକୁ ବଞ୍ଚିବାକୁ ହେବ ଏବଂ ଖେଳିବାକୁ ପଡ଼ିବ । ସବୁ ଖେଳାଳି ଏବଂ ପ୍ରତ୍ୟେକ ବ୍ୟକ୍ତି ଏହାକୁ ମନ ଭିତରେ ଧାରଣ
Read More...

ଅମୃତଆହାର କାର୍ଯ୍ୟକ୍ରମ ର ୧୦୦ ତମ ସପ୍ତାହ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡ଼ିଶାର ଶୁଖିଲା ଖାଦ୍ୟ ବଣ୍ଟନ

ସାମାଜିକ ଅନୁଷ୍ଠାନ ସମର୍ପିତ ଓଡ଼ିଶା ର ଅନନ୍ୟ କାର୍ଯ୍ୟକ୍ରମ "ଅମୃତ ଆହାର" ଆଜିକୁ ଦୁଇବର୍ଷ ତଳୁ ପ୍ରତ୍ୟେକ ରବିବାର ଦିନ ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ ଓ ବିଭିନ୍ନ ଡାକ୍ତରଖାନାରେ ନିରନ୍ତର ଭାବେ ଖାଦ୍ୟ ବଣ୍ଟନ କରିଆସୁଛି ।ଆଜି ୧୦୦ ତମ_ସପ୍ତାହ ଅବସରରେ ମଞ୍ଚେଶ୍ବର ସ୍ଥିତ ଜଗନ୍ନାଥ
Read More...

ଅନୁଗୋଳରେ ରେଡ୍ ଜୋନ କଟକଣା ଲାଗୁ କଲେ ଜିଲ୍ଲାପାଳ

ଅନୁଗୋଳ : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଗ୍ରାସ କରିବାରେ ଲାଗିଛି । ଏବେ ନୂଆ ଜିଲ୍ଲା ଭାବେ ଅନୁଗୋଳରେ ଏହା ପ୍ରବେଶ କରିଛି । ଗୋଟିଏ ଦିନରେ ଏହି ଜିଲ୍ଲାରେ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ବାକି ଜଣେ ବ୍ୟକ୍ତି
Read More...