ନବରଙ୍ଗପୁରରେ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର,୧୭/୬- ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ପବିତ୍ର ରଥଯାତ୍ରା-୨୦୨୨ ଉତ୍ସାହ, ଶାନ୍ତି, ଶୃଙ୍ଖଳାର ସହିତ ପାଳନ ନିମନ୍ତେ ଆଜି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ
Read More...

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ ଶତାଧିକ କର୍ମୀ ସାମିଲ

ଫୁଲବାଣୀ,୧୭/୬- କେନ୍ଦ୍ରରେ ମୋଦି ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଫୁଲବାଣୀ ପୋଷ୍ଟ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସନେତା ରାଧାକାନ୍ତ ଦିଗଲ,
Read More...

ଗଜପତି ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ପାଳିତ

ଗଜପତି,୧୭/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଦ୍ୱାରା ରଜ ମହୋତ୍ସବ ପାଳିତ ହୋଇଯାଇଛି । ନାରୀ ଓ ଧରିତ୍ରୀ ମାତାର ସମାନତା ଆମ ସାମାଜିକ ପରମ୍ପରାକୁ ଦୃଢ଼ୀଭୂତ କରିଥାଏ ଏହି ପର୍ବ । ରଜ ପର୍ବ କେବଳ ଉପକୂଳ ଓଡ଼ିଶାରେ ସୀମିତ ନ ରହି
Read More...

କଠୋରୀ ଅଭାବ ଯୋଗୁଁ ସମସ୍ୟାରେ ମହୁରୁଣ୍ଡି ସ୍କୁଲ, ପାଠପଢାରେ ବ୍ୟାଘାତ ଅଭିଯୋଗ

ଖପ୍ରାଖୋଲ,୧୭/୬ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗାଁର ସରକାରୀ ବିଦ୍ୟାଳୟ କୋଠରୀ ଦୀର୍ଘ ଏକବର୍ଷରୁ ଅଧିକ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ବିଦ୍ୟାଳୟର କାମ ମନ୍ଥର ଗତିରେ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍କୁଲ ଗୃହ ସମ୍ପୂର୍ଣ୍ଣ ଭାବେ
Read More...

ସୋନପୁରରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ

ସୁବର୍ଣ୍ଣପୁର,୧୫/୬: ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ଠାରେ ୧୪ କୋଟି ୦୪ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁପ୍ରତୀକ୍ଷିତ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପର, ଓଡିଶା ଶ୍ରୀଯୁକ୍ତ
Read More...

ବଜରଙ୍ଗ ଦଳ ପ୍ରାନ୍ତୀୟ ସୌର୍ଯ୍ୟ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୫/୬- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧଠାରେ ଗତ ୧୦ ତାରିଖ ଠାରୁ ବଜରଙ୍ଗ ଦଳର ପ୍ରାନ୍ତୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେଉଛି । ଉକ୍ତ ବର୍ଗରେ ୨୨ଟି ସାଙ୍ଗଠାନିକ ଜିଲ୍ଲାରୁ ୬୮ ଜଣ ଶିକ୍ଷାର୍ଥୀ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ନେଉଛନ୍ତି । ଉଦଘାଟନୀ ଉତ୍ସବରେ ପୂଜ୍ୟ
Read More...

ମାରୁତି ଯୁବକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ବିପୁଳ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନ ।ପଙ୍କ,୧୫/୬: ଆଜି ଅପରାହ୍ନରେ କଣ୍ଟାମାଳ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ଜହ୍ନ ।ପଙ୍କ ଗ୍ରାମବାସୀ ଓ ମାରୁତି ଯୁବକ ସଂଘ ପକ୍ଷରୁ
Read More...

ବୌଦ୍ଧରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ବୌଦ୍ଧ,୧୪/୬- ଜାତୀୟ ସ୍ୱାସ୍ଥ୍ୟମିଶନ୍‌ ତାଲିମ୍‌ କକ୍ଷରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ,୧୪/୬- ବୌଦ୍ଧ ଜିଲ୍ଲାର ସର୍କିଟ ହାଉସ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା
Read More...

ବୌଦ୍ଧ: ଶ୍ରୀଜୀଉମାନଙ୍କ ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ

ବୌଦ୍ଧ,୧୪/୬- ବୌଦ୍ଧସହରରେ ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ
Read More...