ତିନି ଦିନରେ ଟିକାନେଲେ ୧୯୩୦ ମହିଳା ଓ ପୁରୁଷ

ଜହ୍ନାପଙ୍କ,୫/୮- ବୌଦ୍ଧ ବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନିଦିନ ଧରି ଚାଲିଥିବା କରୋନା ଟିକାଦାନ କେନ୍ଦ୍ରରେ ୧୮ ରୁ ୪୫ ଵର୍ଗର ମହିଳା ଓ ପୁରୁଷଙ୍କୁ ଟୀକା ଦିଆଯାଇଥିଲା।ଏଥିରେ ସମୁଦାୟ ୧୯୩୦ ଜଣ ବ୍ୟକ୍ତିଙ୍କୁ ଟୀକା ଦିଆଯାଇଥିଲା।ଏହି
Read More...

ମିଳୁନି ୟୁରିଆସାର,ସାର ପାଇଁ ଚାଷୀ ହନ୍ତସନ୍ତ

ବୌଦ୍ଧ/ଜହ୍ନାପଙ୍କ,୫/୮ - ଚଳିତବର୍ଷ ବିଳମ୍ବିତ ମୌସୁମୀ ଓ ଆବଶ୍ୟକ ପରିମାଣର କମ ବର୍ଷା ଯୋଗୁଁ ଚାଷକାମ ବିଳମ୍ବରେ ଆରମ୍ଭ ହୋଇଥିଲା। ଲଘୁଚାପ ବର୍ଷା ଯୋଗୁଁ ଯଦିଓ ଚାଷ କାମ ଆରମ୍ଭ ହୋଇଥିଲା କିନ୍ତୁ ୟୁରିଆ ସାରର ଅଭାବ ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହୋଇଥିବା
Read More...

ଅଧୁରା ରହିଲା ସ୍ୱର୍ଣ୍ଣ, ଦେଶ ପାଇଁ ରୌପ୍ୟ ଆଣିଲେ ରବି କୁମାର

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ଆଉ ଏକ ପଦକ ଜିତିଛି। ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ହାରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି। ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଣ୍ଟରେ ପରାସ୍ତ
Read More...

ସାମାନ୍ୟ ଉତ୍ତେଜନା ସତ୍ୱେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଅବ୍ୟାହତ

ସମ୍ବଲପୁର,୫/୮- ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂ କ୍ଷୀ ସମ୍ବଲେଶ୍ୱରୀ ପରିଯୋଜନା ପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଅନ୍ତର୍ଗତ ପ୍ରଥମେ ସରକାରୀ ଭୂମିରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ହାତକୁ ନିଆଯାଇଛି । ଏହି କ୍ରମରେ ଗତ ତିନି ଦିନ ଧରି ସ୍ଥାନୀୟ କମଲିବଜାର ଅଞ୍ଚଳରେ ଫିଶେରୀ କଲୋନୀ
Read More...

ସପ୍ଲିମେଣ୍ଟାରୀ ବଜେଟରେ ନୂତନ ରେଲଲାଇନ ପ୍ରସ୍ତାବ ସାମିଲ କରିବାପାଇଁ ଦାବି

ସମ୍ବଲପୁର, ୫/୮- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଝାରସୁଗୁଡ଼ାରୁ କୁଚିଣ୍ଡା, ଦେବଗଡ଼, ବାରକୋଟ ଓ ପାଲଲହଡ଼ା ଦେଇ ଏକ ନୂତନ ରେଳପଥ ନିର୍ମାଣ ପ୍ରସ୍ତାବକୁ ସପ୍ଲିମେଣ୍ଟାରୀ ବଜେଟରେ ସାମିଲ କରିବାପାଇଁ ଦାବି କରିଛନ୍ତି । ଏହି ରେଳପଥ ସହିତ
Read More...

ଚୋରାଚାଲାଣ ବେଳେ ଲକ୍ଷାଧିକ ଟଙ୍କାର କଫ୍‌ସିରଫ ଜବତ, ୧ ଗିରଫ

ହରଭଙ୍ଗା,୫/୮- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର କଫ୍‌ସିରଫ ଚୋରା ଚାଲାଣ ବେଳେ ପେଟ୍ରୋଲିଂ କରୁଥିବା ପୁଲିସ ଗୋଟିଏ ସ୍କୋର୍ପିଓ ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା
Read More...

ଭାରତର ଐତିହାସିକ ବିଜୟ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୪୧ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରି ବ୍ରୋଞ ପଦକ ହାସଲ କରିଛି ।ଭାରତୀୟ ଦଳ ମ୍ୟାଚ୍ ଜିତିବା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୂଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ
Read More...

ଟଙ୍କା ହଡପ ଅଭିଯୋଗରେ ଜେଇ ସହ ସହଯୋଗୀ ଗିରଫ, ଅଭିଯୁକ୍ତ କୋର୍ଟ ଚାଲାଣ

ଜି.ଉଦୟଗିରି : ଟଙ୍କା ହଡପ କରିଥିବା ଅଭିଯୋଗରେ ଜଣେ କନଷ୍ଟ୍ରକସନ କମ୍ପାନୀର ଜେ.ଇ ସହ ତାଙ୍କ ସହଯୋଗୀକୁ ଜି.ଉଦୟଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ଅଞ୍ଚଳରେ ଏକ ରାସ୍ତା ନିର୍ମାଣ କରୁଥିବା ରାଜେଶ କନଷ୍ଟକସନ କମ୍ପାନୀର
Read More...

ପଶ୍ଚିମ ଓଡିଶା ଯୁବାମଞ୍ଚ଼ ପକ୍ଷରୁ ସ୍ୱାଭିମାନ ଯାତ୍ରା

ସୁବର୍ଣ୍ଣପୁର : ପଶ୍ଚିମ ଓଡିଶା ଯୁବାମଂଚ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ସ୍ୱାଭିମାନ୍‌ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତିର ମାଟି ସୁବର୍ଣ୍ଣପୁରର ଦୁଇ ଯଶସ୍ୱୀ ବରପୁତ୍ର ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାର ଓ ଡଃ ଅଟଲ ବିହାରୀ ପଣ୍ଡାଙ୍କ ନାମରେ ନବ ନିର୍ମିତ
Read More...

୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର

ପୁରୀ : ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର । ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମେ ପୁରୀ ସହରବାସୀ ଓ ୨୩ ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ
Read More...