ଦେଶରେ ୫୬ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା , ଦିଲ୍ଲୀରେ ଗୋଟିଏ ଦିନରେ ୪୪୮ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ : କରୋନା ଭାଇରସର ପ୍ରକୋପ କମିବାର ନା ଧରୁନାହିଁ । ଦେଶରେ ଲଗାତାର ଭାବେ କରୋନା ମାମଲା ବଢି ବଢି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ରେ ପହଞ୍ଚିଛି । ଏଥିରୁ ୧,୮୮୬ ଲୋକଙ୍କ!-->…
Read More...
Read More...