ଆନ୍ଧ୍ରରେ ଗ୍ୟାସ୍ ଟ୍ରାଜେଡି : ୮ମୃତ, ୨୩୦ ଆହତ

ଭୁବନେଶ୍ୱର : ଆମ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଭାଇଜାକ ଅନ୍ତର୍ଗତ ଆରଆର୍ ପୁରମର ଏକ କେମିକାଲ କଂପାନୀରେ ଗ୍ୟାସ୍ ଲିକ୍ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏ ପର୍ଯ୍ୟନ୍ତ ଏହି ଘଟଣାରେ ୮ଜଣ ମୃତ୍ୟୁବରଣ କରିଥିବାବେଳେ ୨୩୦ରୁ ଅଧିକ ଆହତ ହୋଇ ବିଶାଖାପାଟନମ ହସ୍ପିଟାଲରେ ଭର୍ତ୍ତି
Read More...

ଦଶପଲ୍ଲାରୁ ବଲାଙ୍ଗୀର ଚାଲିଚାଲି ଯାଉଛନ୍ତି ଶ୍ରମିକ ପରିବାର

ବୌଦ୍ଧ:ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳକୁ କାମଧନ୍ଦା କରିବାକୁ ଯାଇ ଲକଡାଉନରେ ଫସିଥିବା ବଲାଙ୍ଗୀର ଅଞ୍ଚଳର ଦାଦନ ଶ୍ରମିକ ପରିବାର ଚାଲିଚାଲି ଘର ଅଭିମୁଖେ ଯାଉଛନ୍ତି । ଆଜି ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଚାଲିଚାଲି ଯାଉଥିବା ଦୃଶ୍ୟ ବାଉଁଶୁଣୀ କଲେଜପାଖ ପୋଲ ନିକଟରେ ଦେଖିବାକୁ ମିଳିଥିଲା ।
Read More...

ଅବସରପ୍ରାପ୍ତ ଆଇଏଏସ୍ ଡ.ତ୍ରିବିକ୍ରମ ପ୍ରଧାନଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଡ. ତ୍ରିବିକ୍ରମ ପ୍ରଧାନଙ୍କୁ ରାଜ୍ୟ ସରକାର ବର୍ଷକ ପାଇଁ ନୂଆ ନିଯୁକ୍ତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ । ଚଳିତ ମାସ ପହିଲାରୁ ତାଙ୍କ
Read More...

ଭିମସାର ନିର୍ଦ୍ଦେଶକ ପାଇଁ ମଇଦାନରେ ୫ଜଣ ଆଶାୟୀ

ସମ୍ବଲପୁର: ଦୀର୍ଘ ପ୍ରତୀକ୍ଷା ପରେ ସ୍ଥାନୀୟ ବୁର୍ଲାସ୍ଥିତ ଭିମସାରରେ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଆଶା ଉଜ୍ଜ୍ୱଳ ହୋଇଛି । ଆସନ୍ତାକାଲି ଏଥିପାଇ ଇଣ୍ଟରଭ୍ୟୁ ହେବା ବିଷୟରେ ସୂଚନା ମିଳୁଛି । ମର୍ଯ୍ୟାଦାସଂପନ୍ନ ଏହିପଦ ପାଇଁ ୫ଜଣ ଆଶାୟୀ ମଇଦାନରେ ଅଛନ୍ତି । ଏହି ପଦ ପୂରଣ ଫଳରେ ବର୍ତ୍ତମାନ
Read More...

ବେଲଗାମ କରୋନା : ଦେଶରେ ୫୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୬୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୮୯ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା
Read More...

ଲକଡାଉନ ୩.୦ : ଚଢାଦରରେ ଗ୍ରାହକ ନୟାନ୍ତ, ପ୍ରଶାସନ ନିରବଦ୍ରଷ୍ଟା

ବୌଦ୍ଧ : ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି । ବୌଦ୍ଧ ଜିଲ୍ଲା ଗ୍ରୀନ୍ ଜୋନରେ ଥିବାରୁ କିଛି ଦୋକାନକୁ ଛାଡି ଦେଲେ ଆଉ ସମସ୍ତ ଦୋକାନ ଖୋଲିସାରିଛି । ଲୋକେ ସାମାନ୍ୟ ଆଶ୍ୱସ୍ତି ଲାଭ କରୁଥିବା ବେଳେ କିଛି ବ୍ୟବସାୟୀମାନେ ଏହାର ସୁଯୋଗରେ ଗ୍ରାହକଙ୍କୁ ଲୁଟୁଥିବାର ଅଭିଯୋଗ ହେଉଛି ।
Read More...

ମୟୁରଭଞ୍ଜକୁ ଛୁଇଁଲା କରୋନା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ହେଲା

ଭୁବନେଶ୍ୱର : ମାତ୍ର ୨ ସପ୍ତାହ ପୂର୍ବରୁ କରୋନା ସଂକ୍ରମଣରେ ଆମ ରାଜ୍ୟରେ ନିୟନ୍ତ୍ରିତ ଥିବାବେଳେ ଏବେ ବେଲଗାମ ଗତିରେ ମାଡି ଯାଉଛି ଯାହା ମହାରାଷ୍ଟ୍ର ରେକର୍ଡ ଭାଙ୍ଗିବା ଆଶଙ୍କା ସୃଷ୍ଟି କଲାଣି । ଗୋଟିଏ ପରେ ଗୋଟିଏ ଜିଲ୍ଲା ଡେଇଁ କରୋନା ଏବେ ଅଧା ଓଡିଶାରେ ପହଞ୍ଚି ଗଲାଣି । ଆଜି ସକାଳୁ
Read More...

ଘୋଡାଗାଡି ଶିବ ମନ୍ଦିରର ଦଧିନଉତି ଉଡିଗଲା, ଭକ୍ତଙ୍କ ମନରେ ନାନାଦି ଆଶଙ୍କା

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ କନ୍ଧପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୋଡାଗାଡି ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରର ଦଧିନଉତି ଗତକାଲି ରାତି ଘ.୧୧.୪୦ ମି.ରେ ହୋଇଥିବା ଝଡବାତ୍ୟାରେ ଉଡିଯାଇଛି । ବାତ୍ୟାର ତୀବ୍ରତା ଏତେ ଥିଲା ଯେ ମନ୍ଦିର ଚୂଡାରେ ଥିବା କଳସ,
Read More...

ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କରୋନା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଲା

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪ଜଣ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡା ଜିଲ୍ଲାର । ଏହା ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଘଟଣା । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
Read More...

ସେନାକୁ ବଡ଼ ସଫଳତା: କୁଖ୍ୟାତ ସନ୍ତ୍ରାସବାଦୀ ନାଇକୁ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ସନ୍ତ୍ରାସବାଦ ବିରୋଧୀ ଲଢ଼େଇରେ ସେନାକୁ ଏକ ବଡ଼ ସଫଳତା ମିଳିଛି । ଆଜି ହୋଇଥିବା ଏନ୍‌କାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ୍ ସନ୍ତ୍ରାସବାଦୀ ଗୋଷ୍ଠୀର କୁଖ୍ୟାତ ଆତଙ୍କବାଦୀ ତଥା ଜଣେ ଅତି ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରିଆଜ୍ ନାଇକୁ ନିହତ ହୋଇଛି । ତା'ସହିତ ତା'ର ଆଉ
Read More...