ଆଇନ ସେବା ପ୍ରାଧିକରଣ ତରଫରୁ ନିଃସହାୟ ଓ ଗରିବ ମାନଙ୍କୁ ମାଗଣା ମାସ୍କ ଓ ଖାଦ୍ୟ ବଣ୍ଟନ
ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଦ୍ଵାରା ପ୍ରଦତ୍ତ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତି ଙ୍କ ଦ୍ଵାରା ଏକ ବିପର୍ଯ୍ୟୟ ପରିଚାଳନା ଦଳ ଗଠନ କରାଯାଇ କୋଭିଡ଼-19 ବା କୋରନା ଭାଇରସ ଭୟାବହତାରୁ ମୁକୁଳିବା!-->…
Read More...
Read More...