ବୌଦ୍ଧ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ
ବୌଦ୍ଧ : ଗତ ରାତି ପ୍ରାୟ ୧୧ ଘଣ୍ଟା ସମୟରେ କାଳବୈଶାଖୀ ଯୋଗୁଁ ପ୍ରବଳ ଝଡ ତୋଫାନ ହୋଇଥିବାରୁ ବୌଦ୍ଧ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଚାଳଛପର ଉଡିଯିବା ସହିତ ଟାଇଲ ଓ ଆଜବେଷ୍ଟସମାନ ଭାଙ୍ଗିଯାଇଛି । ଅନେକ ସ୍ଥାନରେ ବଡବଜ ଗଛ ମାନ ଉପୁଡି ପଡିବା ଓ ଡାଳ ଛିଣ୍ଡି ଯାଇଥିବା!-->…
Read More...
Read More...