ଆସୁଛି ଲଘୁଚାପ : ୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପରୁ ଆସନ୍ତା ୪୮ ଘଣ୍ଟା ବର୍ଷାର ସମ୍ଭାବନା ରହିଛି । ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ଏହି ବର୍ଷା ଅଧିକ ପରିମାଣରେ ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଭଦ୍ରକ, ବାଲେଶ୍ୱର, ଯାଜପୁର,!-->…
Read More...
Read More...