କୋଟାରୁ ଫେରିଲେ ବଲାଙ୍ଗୀର ଛାତ୍ରଛାତ୍ରୀ, ସଙ୍ଗରୋଧରେ ରଖିଲା ପ୍ରଶାସନ
ବଲାଙ୍ଗୀର : ଗତକାଲି କଡା ସୁରକ୍ଷା ବଳୟରେ ଦୁଇଟି ବସ କୋଟାରୁ ଆସି ବଲାଙ୍ଗୀରରେ ପହଞ୍ଚିଥିଲା । ଏଥିରେ ୩୦ ଜଣ ଛାତ୍ର ଓ ୨୦ ଛାତ୍ରୀ ଥିଲେ । ଏମାନଙ୍କୁ ଜିଲ୍ଲା ପ୍ରଶାସନ ପୃଥକ୍ ପୃଥକ୍ ଭାବେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଫେରିଥିବା ଛାତ୍ରଛାତ୍ରୀଙ୍କୁ ଆଜି ଡାକ୍ତରୀ ପରୀକ୍ଷା କରାଯାଇ!-->…
Read More...
Read More...