ଖୁସି ଖବର : ୧୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନେ ସମସ୍ତେ କେନ୍ଦ୍ରାପଡା-୧, ଭୁବନେଶ୍ୱର-୩, ବାଲେଶ୍ୱର-୩ ଓ ଭଦ୍ରକ-୭ ଜଣ । ଏମାନଙ୍କୁ ମିଶାଇ ମୋଟ ୫୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ ପାଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ!-->…
Read More...
Read More...