ବ୍ରିଜ ମରାମତି ବେଳେ ଅଘଟଣ : ୨ ମୃତ, ଜଣେ ଗୁରୁତର
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ତମିଆଁ ମୁନ୍ଦଲସର ବ୍ରିଜ ଆଜି ମରାମତି ବେଳେ ଭୁଶୁଡି ପଡିଛି । ବ୍ରିଜ୍ ଭୁଶୁଡିବା ପରେ ଏଥିରେ ନିୟୋଜିତ ୨ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତ ଦୁଇ ମାସ ପୂର୍ବରୁ ଏହି ବ୍ରିଜର!-->…
Read More...
Read More...