ଲ୍ୟାବ୍‌ ଟେକ୍ନିସିଆନଙ୍କ କଳାବ୍ୟାଚ ପରିଧାନ

ବାଲିଗୁଡ଼ା,୩/୮: ଅଗଷ୍ଟ ୧ରୁ କନ୍ଧମାଳ ଜିଲ୍ଲାର ସମସ୍ତ ଲାବରେଟୋରି ଟେକ୍ନିସିଆନ ୧୦ ଦଫା ଦାବି ନେଇ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଲାବରେଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୂରଣ
Read More...

ଆଜି ଆସିବ ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ଆସିବ ସିବିଏସ୍‌ଇ ଦଶମ ରେଜଲ୍ଟ। ଦିନ ୧୨ଟାରେ ଏହି ରେଜଲ୍ଟ ଘୋଷଣା ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। http://cbseresults.nic.in ଓ http://cbse.gov.inରେ ରେଜଲ୍ଟ ଦେଖି ହେବ।
Read More...

ସେମିରେ ହାରିଲା ଭାରତୀୟ ପୁରୁଷ ହକି ଦଳ, ଏବେ ବ୍ରୋଞ୍ଜ ପାଇଁ ଲଢିବ

ଜାପାନ : ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିନରେ ଭାରତକୁ ଲାଗିଛି ଝଟକା । ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ । ସେମି ଫାଇନାଲ ମୁକାବିଲାରେ କଡ୍ଡା ଟକ୍କର ସତ୍ତ୍ୱେ ହାରିଛି ଭାରତୀୟ ହକି ଦଳ । ବେଲଜିୟମଠୁ ୫-୨ ହାରିଛି ଭାରତୀୟ ଦଳ ।
Read More...

ଚିନ୍ତା ବଢାଉଛି କରୋନା ମୃତ୍ୟୁ, ପୁଣି ୬୯ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ବାହାଡାଝୋଲା ସେବା ସମବାୟ ସମିତିରେ ଅଚଳାବସ୍ଥା,ସରକାରୀ ସୁଯୋଗରୁ ବଞ୍ଚିତ ହେଉଛନ୍ତି ଶହ ଶହ ଚାଷୀ!

ଦଶପଲ୍ଲା : ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ସମୟରେ ବହୁ ଜନହିତକର ଯୋଜନା ପ୍ରଣୟନ କରିଥିବା ବେଳେ, ଗ୍ରାମାଂଚଳ ଚାଷୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ହେଇଥିବା ସେବା ସମବାୟ ସମିତି ପ୍ରମୁଖ ଭୂମିକା ତୁଲାଇଥାଏ । ହେଲେ ଦୀପତଳ ଅନ୍ଧାର , ତାହାର
Read More...

ପୁରୀ ଜିଲ୍ଲାରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ତଥା ମନ୍ଦିର, ମସଜିଦ୍‌, ଗୀର୍ଜା, ଗୁରୁଦ୍ୱାର, ଗୁରୁକୂଳ, ଆଶ୍ରମ, ମଠ ମଧ୍ୟକୁ ପର୍ଯ୍ୟଟକ ଓ ଭକ୍ତ ପ୍ରବେଶ କରିପାରିବେ । କରୋନା ମହାମାରୀ ଦୃଷ୍ଟିରୁ ପୂର୍ବରୁ କଟକଣା ଲାଗୁ କରାଯାଇଥିଲା । କେବଳ ପୁରୀସ୍ଥିତ ଜଗନ୍ନାଥ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ପୂର୍ବରୁ
Read More...

ପୂଜକଙ୍କ ଘରୁ ୩୦ଲକ୍ଷ ଟଙ୍କା ଚୋରି ପ୍ରସଙ୍ଗ: ଅଭିଯୋଗକାରୀ ପୂଜକ ହିଁ ମୁଖ୍ୟ ଅଭିଯୁକ୍ତ

ରାୟଗଡ/୨/୮/୨୧: ରାୟଗଡ ସହରର ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ପୂଜକ ବାଙ୍କୁପାଲି ବିଶ୍ୱାଗଣପତି ଓରଫ୍ ଗଣେଷ ଶର୍ମାଙ୍କ ଘରୁ ଗତ ଜୁଲାଇ ୩୧ତାରିଖରେ ୩୦ଲକ୍ଷ ଟଙ୍କା ସହ ୧୦ଭରୀ ସୁନା ଅଳଙ୍କାର ଚୋରି ଘଟଣାର ଫର୍ଦ୍ଦାଫାସ କରିଛି ରାୟଗଡ ଥାନା ପୋଲିସ । ଅଭିଯୋଗକାରୀ ପୂଜକ ହିଁ ଚୋରି ଘଟଣାର
Read More...

ଚାକିରୀ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ଦାବୀ ନେଇ ବିକ୍ଷୋଭ

ଫୁଲବାଣୀ:୨/୮: ସୋମବାର କନ୍ଧମାଳଜ଼ିଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ଚାକିରୀ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ଦାବୀକରି ବିକ୍ଷୋଭ କରିଥିଲେ । ଏ ନେଇ ଏକ ସ୍ମାରକପତ୍ର ଜ଼ିଲ୍ଲା ପ୍ରଶାସନକୁ ଦେଇଥିଲେ । ଜ଼ିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ
Read More...

କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା

କନ୍ଧମାଳ,୨/୮ : କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍‌ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି । ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ । ବ୍ୟକ୍ତିଗତ
Read More...

ଅରୁଣ ଦେ’ଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର ,୨/୮- ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନିତିଜ୍ଞ ଅରୁଣ ଦେଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି, ଅରୁଣ ବାବୁ ମୋର ଅନ୍ତରଙ୍ଗ ବନ୍ଧୁ ଥିଲେ । କରୋନାରେ ଆକ୍ରାନ୍ତ ହୋଇ
Read More...