ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ବୃଦ୍ଧି ପାଇଁ ଦାବି
ସୁବର୍ଣ୍ଣପୁର : ରାଜ୍ୟର ଯୁବପିଢ଼ି ଅନେକ ଦିନଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ଦିଗହରା ହେବାସହ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାର ନିଯୁକ୍ତି କ୍ଷେତ୍ରରେ ଆବେଦନ ପାଇଁ ବୟସସୀମା ୩୨ବର୍ଷ ଥିବାରୁ ବହୁ ମେଧାବୀ ଛାତ୍ର ତାଙ୍କର!-->…
Read More...
Read More...