ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି  । ଆଜି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି  । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ  । ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା । କରୋନା
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ
Read More...

ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ : ନିରାଶ କଲେ ଦୂତୀ ଚାନ୍ଦ । ଅଲିମ୍ପିକ୍ସର ୧୦୦ ମିଟିର ହିଟ୍ସରେ ନିରାଶ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ ଦୂତୀ । ପରବର୍ତ୍ତୀ ହିଟ୍ସରେ ଉନ୍ନିତ ହେଲେ ହିଟ୍ସର ଟପ୍ ୩ ଖେଳାଳି । ସପ୍ତମ ସ୍ଥାନରେ ରହି ଦୂତୀ ବାଦ୍ ପଡ଼ିଛନ୍ତି । ପ୍ରଥମ
Read More...

ରାଜରାସ୍ତାରେ ଲୁଟ ଘଟଣାରେ ୨ ଗିରଫ

ସମ୍ବଲପୁର; ସ୍ଥାନୀୟ ହୀରାକୁଦ ରେଳଷ୍ଟେସନ ସାମନା ଜାତୀୟ ରାଜପଥରେ ଦିନ ଦ୍ୱିପହରରେ ହୋଇଥିବା ଏକ ଲୁଟ ଘଟଣା ସହିତ ସମ୍ପୃକ୍ତ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ବୁର୍ଲା ପୁଲିସ ଥାନା ସୂତ୍ରରୁ ଏବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୭ ତାରିଖ ମଙ୍ଗଳବାର ଦିନ ବୁର୍ଲା ଜଳବିଦ୍ୟୁତ
Read More...

ପଦକ ଦିଗରେ ଆଉ ପାଦେ ବଢିଲେ ଦୀପିକା କୁମାରୀ

ଟୋକିଓ, : ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ । ସେ ପ୍ରଥମ ଭାରତୀୟ  ତୀରନ୍ଦାଜ ଭାବେ ଅଲିମ୍ପିକ୍ସ କ୍ୱାର୍ଟରରେ ସ୍ଥାନ ପାଇଛନ୍ତି । ଏହାସହ ପଦକ ପାଇବା ଦିଗରେ ଆଉପାଦେ ବଢିଛନ୍ତି ।ଅଲିମ୍ପିକ୍ସର ଅଷ୍ଟମ ଦିନରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉତୀନ୍ନ
Read More...

୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାରେ ୩୦ ଜଣଙ୍କୁ ସଜା

ବାଲିଗୁଡ଼ା,୩୦/୭- ବହୁ ଚର୍ଚ୍ଚିତ ୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାରେ ୩୦ ଜଣଙ୍କୁ ସଜା ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଜଣକ ପିଛା ୧୦୦୦ଟଙ୍କା ଜୋରିମାନା ସହ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋଟଗଡ଼ JMFC କୋର୍ଟ । ଜୋରିମାନା ଅନାଦେୟରେ ଅଧିକ ୬ ମାସ ଦଣ୍ଡ
Read More...

ପୁଣି ୬୬ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୫୫୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ଟଙ୍କିକିଆ ଚାଉଳ ଏବଂ ବିଭିନ୍ନ କଲ୍ୟାଣ ଯୋଜନା ଗରିବ ଲୋକଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଆଣିପାରିଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୭- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ୱାରା
Read More...

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଲିଗୁଡ଼ା,୨୯/୭: ମହିଳା ଗୃହରକ୍ଷୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଏନେଇ ଜାନୁଆରୀ ୯ତାରିଖରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ
Read More...

ବାଲିଗୁଡ଼ା ଉପ-କାରାଗାରରେ ୩୦ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ

ବାଲିଗୁଡ଼ା,୨୯/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ୩୦ଜଣ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସମୟରେ ସମସ୍ତେ ଆଇସୋଲେସନରେ ଥିବା ଜଣାପଡ଼ିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ ସୂଚନା ଦେଲେ ଜେଲ୍‌ ସୁପରିଟେଣ୍ଡେଣ୍ଟ ସଞ୍ଜିବ କୁମାର ସଏ
Read More...