ହ୍ରାସପାଉଛି କରୋନା ସଂକ୍ରମଣ

ଦଶପଲ୍ଲା,୨୯/୭ :- ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ଘଟୁଛି । ସରକାରଙ୍କ କଠୋର ନିୟମ ଓ ଜନ ସଚେତନତା ଯୋଗୁଁ ଧିରେ ଧିରେ କରୋନା ଜିଲ୍ଲାରୁ ଦୂରେଇ ଦୂରେଇ ଯାଉଥିବା ଅନୁମାନ କରାଯାଉଛି । ଜିଲ୍ଲାରେ ଆଜି ନୂଆ ମାତ୍ର ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ
Read More...

ଅପରେସନ ପରେବି ବଢ଼ୁଛି ଛଅ ମାସ ଛୁଆର ମୁଣ୍ଡ

ଫୁଲବାଣୀ,୨୯/୭ -ଚିନ୍ତାରେ ପଡିଛନ୍ତି ଦିନ ମଜୁରିଆ ପରିବାର ସ୍ତ୍ରୀ ହୀରା ବେହେରା ଏବଂ ଶାଶୁ ବୁଢ଼ୀ ସୁଷମା ବେହେରାଙ୍କୁ ନେଇ ଦୁଃଖ କଷ୍ଟ କରି ଗୁଜୁରାଣ ମେଣ୍ଟାଇବା ସହିତ ବେଶ୍‌ ଖୁସିରେ ଚଳୁଥିଲା ସମ୍ବିତ ନାୟକଙ୍କ ପରିବାର । ଗତ ଜାନୁଆରୀମାସ ୧୨ ତାରିଖରେ ସମ୍ବିତ୍‌ ଏବଂ ହୀରାଙ୍କ କୋଳରେ
Read More...

ରାଜ୍ୟ ଖାଦ୍ୟ କମିଶନର ଅଧକ୍ଷଙ୍କ ଖୋର୍ଦ୍ଧା ଗସ୍ତ, ଖାଉଟି କଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା

ଖୋର୍ଦ୍ଧା ୨୯/୦୭: ଓଡିଶା ରାଜ୍ୟ ଖାଦ୍ୟ କମିଶନର ଅଧକ୍ଷ ମାନ୍ୟବର ଶ୍ରୀ ପ୍ରମୋଦ କୁମାର ମେକାପ ଆଜି ଖୋର୍ଦ୍ଧା ଗ୍ରସ୍ତରେ ଆସି ସରକାରଙ୍କ ଖାଉଟି କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଖାଦ୍ୟ କମିଶନର ମଳିପଡା ଗ୍ରାମ ପଚାଂୟତର କଁପୁରୁ ଗ୍ରାମକୁ ଯାଇ ପଞ୍ଚାୟତ ରିଟେଲ୍‌ ଷ୍ଟୋର୍‌
Read More...

ଜନପଥ-ରେଲୱେ ଫ୍ଲାଏ ଓଭର ଆପ୍ରୋଚ ମହର୍ଷି କଲେଜ ରୋଡ୍‌ର ଶିଳାନ୍ୟାସ କଲେ ମଧ୍ୟବିଧାୟକ ଅନନ୍ତ ଜେନା

ଭୁବନେଶ୍ୱର,୨୯/୭- ସହିଦନଗର ସ୍ଥିତ ଜନପଥ ଠାରୁ ରେଲୱେ ଫ୍ଲାଏ ଓଭର ବ୍ରିଜ ଆପ୍ରୋଚ ମହର୍ଷି କଲେଜ ରୋଡ୍‌ର ଶିଳାନ୍ୟାସ କରିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ବିଧାୟକ ଶ୍ରୀ ଜେନା ନଡିଆ ଭାଙ୍ଗି ଏହି କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ
Read More...

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ମେଡିକାଲ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ : ଡାକ୍ତରୀ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୋଦି ସରକାର । ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ଅନଗ୍ରସର ବର୍ଗ(ଇଡବ୍ଲୁଏସ)ଙ୍କ ପାଇଁ ନୂଆ ଆରକ୍ଷଣ ନିୟମ ଲାଗୁ କରାଯାଇଛି । ଏହି କ୍ରମରେ ଏଣିକି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ
Read More...

ଅଲିମ୍ପିକ୍ସ ବକ୍ସିଂ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ

ଟୋକିଓ:  ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଖରାପ ଖବର ।  ଅଲିମ୍ପିକ୍ସ ବକ୍ସିଂ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ ହୋଇଛନ୍ତି ।  ମହିଳା ବକ୍ସିଂ ଫ୍ଲାଇୱେଟରେ ପ୍ରିକ୍ୱାର୍ଟରରେ ମେରିକୋମ ପରାସ୍ତ ହୋଇଛନ୍ତି । ପ୍ରିକ୍ୱାର୍ଟରରେ ପ୍ରତିପକ୍ଷ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ମେରିକୋମ
Read More...

ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ବଡ଼ ଘୋଷଣା

ସମ୍ବଲପୁର,୨୯/୭- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ କୁମାର ତ୍ରିପାଠୀ ଗତକାଲି ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ପରିଦର୍ଶନ କରିଥିଲେ । ପରିଦର୍ଶନ ପରେ ସନ୍ଧ୍ୟାରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରେସ ଓ ମିଡ଼ିଆକର୍ମୀଙ୍କୁ
Read More...

୨୩ରୁ କମନ ପିଜି ଏଣ୍ଟ୍ରାନ୍ସ

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରାଯାଇପାରିବ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ
Read More...

ଆଇଏଏସସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇଏଏସ ଅଫିସର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅର୍ଥ ସଚିବ ଥିବା ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବଭାବେ ଅବସ୍ଥାପିତ କରାଯାଇଛି । ଅପରପକ୍ଷରେ ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅର୍ଥ ସଚିବ
Read More...