ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

କଟକ,୨୮/୭- କଟକ ଚୌଦ୍ୱାର ଥାନା ଅନ୍ତର୍ଗତ କପିଳେଶ୍ୱର ନୂଆସାହିରେ ଆଜି ଏକ ବଡ଼ ଧରଣର ଲୁଟ ହୋଇଛି । ନୂଆସାହି ଶିବାନି ମନ୍ଦିର ନିକଟରେ ରହୁଥିବା ମନୋଜ କୁମାର ବରାଳ ଗତକାଲି ତାଙ୍କ ମାଙ୍କ ଶ୍ରାଦ୍ଧ କାର୍ଯ୍ୟ ପାଇଁ ସପରିବାର ଗ୍ରାମକୁ ଯାଇଥିଲେ । ଆଜି ସକାଳୁ ଘରକୁ ଆସି ଦେଖିଲେ ଘରର ଦୁଇ
Read More...

କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚାର ନୂତନ ପ୍ରଭାରୀ ଭାବରେ ନାରାୟଣ କର୍ମୀ ନିଯୁକ୍ତ

ଫୁଲବାଣୀ,୨୮/୭- ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଏବଂ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଙ୍କ ଅନୁମୋଦନକ୍ରମେ କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚାର ନୂତନ ପ୍ରଭାରୀ ଭାବେ ନାରାୟଣ କର୍ମୀଙ୍କୁ ନିଯୁକ୍ତ କରାଯାଇଛି । ସେ ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ । ତାଙ୍କୁ ନିଯୁକ୍ତ କରିଥିବାରୁ
Read More...

ପେଟ୍ରୋଲ ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ପୁରୀ,୨୮/୭- ଆଜି ସଦରବ୍ଲକ କଂଗ୍ରେସ କମିଟି ତରଫରୁ ସଦରବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଅଖିଳ ଭାରତ କଂଗ୍ରେସ କମିଟିର ଡାକରାକ୍ରମେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି ନିତ୍ୟ ବ୍ୟବହୃତ ଦ୍ରବ୍ୟ ଯଥା ତେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ଗରିବ ଖଟିଖିଆ ଓ
Read More...

ଅବିିଭକ୍ତ କଟକଜିଲ୍ଲା କୃଷକ ମୋର୍ଚ୍ଚାର ସାଙ୍ଗଠନିକ ବୈଠକ

କଟକ,୨୮/୭- କଟକ ଜିଲ୍ଲା କୃଷକ ମୋର୍ଚ୍ଚାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ କୃଷକ ମାନଙ୍କ ଉପରେ ଆସୁଥିବା ବିଭିନ୍ନ ଯୋଜନାମାନ ଆଲୋଚନା କାରାଯାଇଥିଲା । କେନ୍ଦ୍ର ସରକାର ତଥା ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜି ବିଭିନ୍ନ ଯୋଜନା କରି
Read More...

ପାଦରେ ଚାଲିଚାଲି ଜଗନ୍ନାଥଙ୍କ ଦର୍ଶନପାଇଁ ଲାଳାୟତ କୃପାଲ୍‌ ସିଂହ ଯାଦବ

ସୁବର୍ଣ୍ଣପୁର,୨୮/୭- ଭକତ ଭାବରେ ବନ୍ଧା ସେ କାଳିଆ ଠାକୁର । ହେ ବଳିଆର ଭୁଜ ତୋର ସେ ହସ ହସ ବଦନ ଟିକେ ର ପଲକ ପାଇଗଲେ ମୋର ଏ ହଜାର ହଜାର କିଲୋମିଟର ଯାତ୍ରା ସଫଳ ହୋଇଯିବ …… କେବେ ଦାସିଆ ଠାରୁ ନଡ଼ିଆ ନେଇ ତ କେବେପୁଣି ସୁଦାମାର ଖୁଦ ଭଜା ଖାଇ ଖୁସି ହୋଇ ଭକତ କୁ ତେ । ଡୋରିରେ ବାନ୍ଧି
Read More...

ଭିନ୍ନଭିନ୍ନ ମାମଲାରେ ତିନିଜଣ ଭେଟେରାନ ଅପରାଧୀ ଗିରଫ

ବାଲିଗୁଡ଼ା,୨୮/୭- ଭିନ୍ନଭିନ୍ନ ଦୁଇଟି ମାମଲାରେ ତିନିଜଣ ଭେଟେରାନ ଅପରାଧିଙ୍କୁ ଗିରଫ କରିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ୍‌ । ଗିରଫ ତିନିଜଣ ଦାରିଙ୍ଗିବାଡ଼ି ଥାନା କୁମ୍ଭାରବାଡ଼ି ନୂଆସାହିର ସୁନିଲ ପ୍ରଧାନ, ଭବରେଙ୍ଗା ଗ୍ରାମର ଦିଲ୍ଲୀପ ପ୍ରଧାନ ଓ ଡମକ୍ଲିୟୁ ଗ୍ରାମର ବାପି
Read More...

କେନାଲ ପାଣିରେ ଭାସୁଛି ଶବ, ସନ୍ଦେହ ଘେରରେ ମୃତ୍ୟୁ

ଦଶପଲ୍ଲା,୨୮/୭: - ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନିକଟରେ କେନାଲ ବ୍ରିଜ୍‌ ତଳେ ଆଜି ସକାଳୁ ଜଣେ ପୁରୁଷର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଶବକୁ ଦେଖିବାପାଇଁ ବ୍ରିଜ୍‌ ଉପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
Read More...

ପଶ୍ଚିମାଞ୍ଚଳର ସ୍ୱାସ୍ଥ୍ୟସେବାରେ ଉନ୍ନତି ଓ ଭୀମସାରରେ ଏକମୋ ମେସିନ ପାଇଁ ବିଜେପିର ଦାବି

ସମ୍ବଲପୁର,୨୮/୭- ପଶ୍ଚିମାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ବୈମାତୃକ ମନୋଭାବକୁ ବିରୋଧ କରି ଆଜି ସମ୍ବଲପୁର ଭାଜପା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ପଶ୍ଚିମାଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ଏକ ୧୧ ସୂତ୍ରୀୟ ଦାବିପତ୍ର ପ୍ରଦାନ କରାଗଲା । ପାର୍ଟି
Read More...

ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ବିକାଶରେ ଅବହେଳା ପ୍ରତିବାଦରେ ବୌଦ୍ଧଜିଲ୍ଲା ବିଜେପି ତରଫରୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୮/୭- ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ବିକାଶରେ ଅବହେଳାର ପ୍ରତିବାଦ, ଭୀମସାରରେ ଇକମୋ ମେଶିନ ଲଗାଇବା ସହ ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ତୁରନ୍ତ ନିରାକରଣ ପାଇଁ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଘେରାଉ, ପ୍ରତିବାଦ ଓ ୧୧ ଦଫା ଦାବୀପତ୍ର ଜିଲ୍ଲାପାଳ ବୌଦ୍ଧଙ୍କ
Read More...

ସ୍ୱାସ୍ଥ୍ୟସେବାରେ ପଶ୍ଚିମ ଓଡିଶାକୁ ଅବହେଳା : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଜେପିର ଦାବିପତ୍ର ପ୍ରଦାନ

ବଲାଙ୍ଗୀର ତା୨୮/୦୭ ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ଅବହେଳା ଅଭିଯୋଗରେ ବିଜେପି ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ
Read More...