ବର୍ତମାନ ର ସମୟରେ ଯେତେବେଳେ କରୋନା ଭାଇରସ ହାହା କାର ମଚାଇ ରଖିଛି, ସେତେବେଳେ ବଞ୍ଚିବା ପାଇଁ ଭ୍ୟାକ୍ସିନ ବହୁତ୍ ଜରୁରୀ ଅଟେ। ବଲିଉଡ୍ ର ଅନେକ ତାରକା ମାନେ ଭ୍ୟାକ୍ସିନ ନେବାର ନଜର ରେ ଆସିଛନ୍ତି।କିଛି ଦିନ ତଳେ ସଲମନ୍ ଖାନ୍ ଦ୍ୱିତୀୟ ଡୋଜ୍ ନେଇଥିବା ବେଳେ ଗତକାଲି ଅମିତାଭ ବଚ୍ଚନ ଙ୍କ ନାମ ଯୋଡ଼ାଯାଇଅଛି।
ବିଗ୍ ବି ନିଜର ଏକ ଦ୍ୱିତୀୟଡୋଜ୍ ନେଉଥିବା ବେଳ ର ଫଟୋ ଶେୟାର କରି କାପ୍ସନ ରେ ଲେଖିଛନ୍ତି-
“ଦୁସ୍ରା ଭି ହୋଗୟା। କୋଭିଡ ୱାଲା, କ୍ରିକେଟ୍ ୱାଲା ନହିଁ।ହସିବା ଇମୋଜି ସହିତ ଆଗକୁ ମଧ୍ୟ ଲେଖିଛନ୍ତି,”ସରି, ସରି, ଦ୍ୟାଟ ୱାଜ୍ ଏ ରିଅଲ୍ଲି ବ୍ୟାଡ ୱାନ୍।
ସୂଚନା ମୁତାବକ ୧ଏପ୍ରିଲ ରେ ଅମିତାଭ ବଚ୍ଚନ ଟୁଇଟର ଓ ବ୍ଲଗ୍ ରେ ନିଜର ପ୍ରଥମ ଡୋଜ୍ ବିଷୟରେ ଜଣାଇଥିଲେ।
ଏଠାରେ ଆମେ କହିରଖୁଚୁ ଯେ, ବିଗ୍ ବି ମଧ୍ୟ ୨୦୨୦ ରେ କରୋନା ର ଚପେଟ ରେ ଆସିଯାଇଥିଲେ।ବିଗ୍ ବି ଙ୍କ ସମେତ ତାଙ୍କର ପୁତ୍ର ଅଭିଷେକ ବଚ୍ଚନ,ପୁତ୍ରବଧୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.