ସଂକ୍ରମଣ ବଢିବା ଆଶଙ୍କାରେ ଭିମସାରର ବର୍ହିବିଭାଗକୁ ୨୬ ଯାଏଁ ବନ୍ଦ ଘୋଷଣା

ସମ୍ବଲପୁର : ସମଗ୍ର ପଶ୍ଚିମ ଓଡ଼ିଶା ଅଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରର ବର୍ହିବିଭାଗକୁ ଆଗାମୀ ଜୁଲାଇ ୨୬ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ସେଠାରେ ପ୍ରାୟ ପ୍ରତି ଦିନ କିଛି କିଛି କର୍ମଚାରୀ ଓ କରୋନା ଯୋଦ୍ଧା ପଜିଟିଭ ଚିହ୍ନିତ ହେଉଥିବାରୁ କର୍ତ୍ତୃପକ୍ଷ ଏପରି କଠୋର
Read More...

ରାଜ୍ୟରେ ପୁଣି ୬୭୩ କରୋନା ପଜିଟିଭ ଚିହ୍ନଟ, ୬ ଆକ୍ରାନ୍ତ ମୃତ

ଭୁବନେଶ୍ୱର ୨୦ ।୦୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୧୦ ରେ ପହଞ୍ଚିଛି । ସେହିପରି ରାଜ୍ୟରେ ଆଉ ୬ଜଣ କରୋନା
Read More...

ଫୁଲବାଣୀରେ ସୁପର ସ୍ପେଡ଼ର : ୨ନଂ ୱାର୍ଡ ବ୍ୟତୀତ ସମସ୍ତ ୱାର୍ଡ କଣ୍ଟେନମେଣ୍ଟରେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାଇଁ ବିପଦ ୨ କରୋନା ଆକ୍ରାନ୍ତ । ବାଲି ପଣସପଡିର କରୋନା ସଂକ୍ରମିତ ଆଇନଜୀବୀ ଓ କେ.ନୂଆଗାଁ ବ୍ଲକ ସାରଙ୍ଗଡ ପଞ୍ଚାୟତର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ ପରେ ପ୍ରଶାସନର ମୁଣ୍ଡ
Read More...

ଅଲିଗଜୁ ଘାଟିରେ ଓଲଟିଲା ମେଟାଲ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

ଦାରିଙ୍ଗବାଡ଼ି ୨୦/୭ : ଦାରିଙ୍ଗବାଡି ବ୍ଲକ ବାରାଡ଼ିକ୍ଲିୟୁ ନିକ ଅଲିଗଜୁ ଘାଟି ବୁଲାଣି ଠାରେ ଆଜି ଏକ ମେଟାଲ ବୋଝେଇ ହାଇୱା ଟ୍ରକ ଦୁର୍ଘଟଣା ଘଟି ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଗାଡ଼ି ଚାଳକଙ୍କ ନାମ ମୁନ୍ନା ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡା
Read More...

ସଟ୍ ଡାଉନର ପ୍ରଭାବ, ବୌଦ୍ଧରେ ଆଳୁ ହେଲା ୪୦ ଟଙ୍କା

ବୌଦ୍ଧ,୨୦/୭ - ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଛି । କୋଉଠି ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ ହେଉଥିବା ବେଳେ ଅନେକ ସ୍ଥାନରେ କିଛି ଦିନ ପାଇଁ ସଂପୂର୍ଣ୍ଣ ସଟ୍ ଡାଉନ୍ର ଘୋଷଣା ହେଉଛି ।
Read More...

ଜଙ୍ଗଲ ନିୟମ ପରେ କୋଭିଡ ନିୟମ ଉଲ୍ଲଙ୍ଘନ କଲା ଠିକା ସଂସ୍ଥା

ବୌଦ୍ଧ - ହରଭଙ୍ଗା ବ୍ଲକ୍ ତଳଗାଆଁ ଗ୍ରାମ ପଂଚାୟତ ଅଂଚଳରେ 11 କେଭି ବିଦ୍ୟୁତ୍ ସଂଯୋଗ କାମ କରୁଥିବା ଗୋଟିଏ ଠିକା ସଂସ୍ଥା ଉତ୍ତର ପ୍ରଦେଶର 17 ଜଣ ଶ୍ରମିକଙ୍କୁ ଆଣି ଅଭିନବ ଉପାୟରେ ତଳଗାଆଁ ପଠାଉଥିବା ବେଳେ ପୋଲିସ ହାତରେ ଧରା ପଡିବା ଚର୍ଚ୍ଚାର ବିଷୟ ପାଲଟିଛି l ମିଳିଥିବା ସୂଚନା ଅନୁଯାୟୀ
Read More...

ବୌଦ୍ଧ : ଲୋକାଲ ପଜିଟିଭ ସଂଖ୍ୟା ୨୦ରେ ପହଞ୍ଚିଲା

ବୌଦ୍ଧ, ୧୯/୭ - ବୌଦ୍ଧ ଜିଲ୍ଲାରେ ଆଜିର ୮ ପଜିଟିଭଙ୍କୁ ମିଶାଇ କରୋନା ଆକ୍ରାନ୍ତ ସଂଖ୍ୟା ୭୭ ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ଲୋକାଲ୍ ପଜିଟିଭ ସଂଖ୍ୟା ୨୦ କୁ ଛୁଇଁଛି । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁଯାୟୀ ୭୭
Read More...

ଦେଶରେ ରେକଡର଼୍ ପରେ ରେକଡର଼୍ ଭାଙ୍ଗୁଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି ବୋଲି ଆଇଏନ୍ଏ ସ୍ପଷ୍ଟ କରିସାରିଥିବା ବେଳେ ଦୈନିକ ସଂକ୍ରମଣ ରେକଡର଼୍ ପରେ ରେକଡର଼୍ ଭାଙ୍ଗୁଛି । ଗତ ୨୪ ଘଣ୍ଟାରେ ପୁଣି ରେକଡର଼୍ ସଂଖ୍ୟକ ୩୮ ହଜାର ୯୦୨ ଜଣ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ଅବଧି ଭିତରେ ଆଉ
Read More...

ଆସନ୍ତାକାଲି ଠାରୁ ଏମ୍ସରେ ଦେଶର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ରଥମ କରୋନା ଟିକା କୋଭାକ୍ସିନ୍ର ମାନବ ପରୀକ୍ଷଣ ହେବ । ଦିଲ୍ଲୀସ୍ଥିତ ଏମ୍ସରେ ଏହି ପରୀକ୍ଷଣ କରାଯିବ । ଏଥିପାଇଁ ପୂର୍ବରୁ ଅନୁମତି ମିଳିସାରିଛି ଏବଂ ପରୀକ୍ଷଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି
Read More...

ଗଜପତିରେ ପୁଣି ୩୯ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୩୯ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୫ଜଣ, କାଶୀନଗର ବ୍ଳକରୁ ୨ ଜଣ, ଗୁମ୍ମା ବ୍ଳକରୁ ଜଣେ ଓ ନୂଆଗଡ ବ୍ଳକରୁ ୭ଜଣ, ଆର ଉଦୟଗିରି ବ୍ଳକରୁ ୧୯ଜଣ, ମୋହନା ବ୍ଳକରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।
Read More...