ପାଇପ ଫାଟି ପାନୀୟ ଜଳ ଯୋଗାଣ ଠପ୍

ବୌଦ୍ଧ -ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକରେ ଏଲ ଏଣ୍ଡ ଟି କମ୍ପାନୀ ତରଫରୁ ଟେଣ୍ଡର ନିଆଯାଇ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି l ପ୍ରକଳ୍ପ ପାଇଁ ପାଇପ ପୋତା ଯିବା ସକାଶେ ମେସିନ୍ ଯୋଗେ ଗାତ ଖୋଳା ଯାଉଥିବାରୁ ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l
Read More...

ବନ୍ଧାପଥର ରାସ୍ତାକୁ ସିଲ ପାଇଁ ନିର୍ଦ୍ଦେଶ ଦେଲେ ସରପଞ୍ଚ

ବୌଦ୍ଧ - ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗ୍ରାମରେ ଜଣେ ଯୁବକଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିବା ପରେ ସରପଞ୍ଚ ଶ୍ରୀ ରମାକାନ୍ତ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମର ସୀମାକୁ ସିଲ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବନ୍ଧାପଥର ଗ୍ରାମର ଜଣେ ଯୁବକ
Read More...

ମ୍ୟାନେଜରଙ୍କ ନମୂନା ପଜିଟିଭ୍ ରିପୋର୍ଟ ଆସିବାପରେ କୋଟଗଡ଼ SBI ଶାଖା ସିଲ୍

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଷ୍ଟେଟ ବ୍ୟାଙ୍କ ସିଲ୍ କଲା ପ୍ରଶାସନ । ବ୍ୟାଙ୍କ୍ ମ୍ୟାନେଜରଙ୍କ ପଜିଟିଭ୍ ରିପୋର୍ଟ ଆସିବାପରେ ବ୍ୟାଙ୍କ୍ ସିଲ୍ ହୋଇଥିବା ଜଣାପଡ଼ିଛି । ଏଥିସହିତ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି ।କନ୍ଧମାଳ ଜିଲ୍ଲାର
Read More...

କନ୍ଧମାଳରେ ଥମୁନୀ ଜନନୀ ଯନ୍ତ୍ରଣା : ୬କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ବାଲିଗୁଡ଼ା: ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ । ଗାଁ କୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ୬କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିବାପରେ ପ୍ରସୂତୀଙ୍କୁ ଡାକ୍ତରଖାନାରେ ପହଁଚାଇଲେ ଆମ୍ବୁଲାନ୍ସ କର୍ମଚାରୀ । ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କନ୍ଧମାଳ
Read More...

ନେହେରୁ ଯୁବକେନ୍ଦ୍ର ପକ୍ଷରୁ କ୍ଲିନ୍ ଭିଲେଜ୍ ଗ୍ରୀନ ଭିଲେଜ

ବୌଦ୍ଧ - ଆଜି ବୋୖଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସହାୟତା ରେ କଣ୍ଟାମାଳ ବ୍ଲକ୍ ର ବିଭିନ୍ନ ଗ୍ରାମରେ କ୍ଲିନ୍ ଭିଲେଜ୍ ଗ୍ରୀନ ଭିିଲେଜ୍ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ର ସ୍ଵେଚ୍ଛାସେବୀ ସଚିତା ନନ୍ଦ ମିଶ୍ର ପରିଚାଳନା କରିଥିଲେ । ଏହି
Read More...

ଶିଶୁ ଅପହରଣ ମାମଲା ରେ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଥାନାରେ ଦୁଇ ଶିଶୁ ଙ୍କୁ ଅପହରଣ ମାମଲା ରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସୁଚନା ପ୍ରକାରେ ଖଜୁରୀପଡ଼ା ଥାନା ଅଧିନସ୍ଥ ଦୁତିପଡ଼ା ଗ୍ରାମପଞ୍ଚାୟତ ବୁରୁପଦା ଗ୍ରାମର ବିଷ୍ଣୁପ୍ରିୟା କହଁର ଙ୍କ ଶିଶୁପୁତ୍ର ଏବଂ ସୁରେନ୍ଦ୍ର
Read More...

ନେହେରୁ ଯୁବକେନ୍ଦ୍ର ବଲାଙ୍ଗୀର ଓ ଜୟତରୁଣ ଯୁବକ ସଂଘ ପକ୍ଷରୁ ଚାରା ରୋପଣ

ଖପ୍ରାଖୋଲ ,୧୮/୭- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ ଜୟ ତରୁଣ ଯୁବକ ସଂଘ ରେଙ୍ଗାଲଜୁରୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଜଙ୍ଗଲ ଅବକ୍ଷୟ ଯୋଗୁଁ ପରିବେଶ ଓ ଜଳବାୟୁ
Read More...

ବୌଦ୍ଧ ସମେତ ୯ଟି ଜିଲ୍ଲାରେ ଆରମ୍ଭହେବ ନିଶାମୁକ୍ତି ଅଭିଯାନ

ଭୁବନଶ୍ୱେର,୧୮/୭ – ରାଜ୍ୟର ସମସ୍ତ ଜିଲ୍ଲାରେ ଅଗଷ୍ଟ ୧୫ ପୂର୍ବରୁ ଆରମ୍ଭ ହେବ ନିଶାମୁକ୍ତି ଅଭିଯାନ । ଏନେଇ ସବୁ ଜିଲ୍ଲାକୁ ୧୦ଲକ୍ଷ ଟଙ୍କା ଦିଆଯିବ ବାକି ରାଜ୍ୟସ୍ତରୀୟ ୨୦ଲକ୍ଷ ଟଙ୍କା ଦିଆଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ସୂଚନା
Read More...

ଫୁଲବାଣୀ ସହରରେ ଆରମ୍ଭ ହେଲା ଘର ଘର ବୁଲି ସ୍ଵାସ୍ଥ୍ୟ ସର୍ଭେ

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡି. ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍ କରାଯି୍‌ବାକୁ ନିର୍ଦ୍ଦେଶ ଯାରି କରିଛନ୍ତି । ଜିଲ୍ଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଇ ନିଷ୍ପତି ନେଇଛି ।ଏହି ଦୁଇଟି ସହରର ସବୁ ବ୍ଲକରେ ଉକ୍ତ ୪ଦିନ ଘରକୁ ଘର ବୁଲି
Read More...

ଗଜପତି ଜିଲ୍ଲା ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀଙ୍କ ବିୟୋଗରେ ଶୋକପ୍ରକାଶ

ଗଜପତି ଜିଲ୍ଲା ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁଙ୍କ ବିୟୋଗ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି। ସେ ଜଣେ ଏକାଧାରରେ ମିଷ୍ଟଭାଷୀ ମେଳାପୀ ଓ ଦକ୍ଷ ଲେଖିକା ଥିଲେ।ଆକାଂକ୍ଷା ମହିଳା ସଙ୍ଗଠନର
Read More...