ନତାଶା ସେୟାର କଲେ ବେବି ବମ୍ପ ଫଟୋ, ହାର୍ଦ୍ଦିକଙ୍କୁ ଦେଲେ ଏହି ଖାସ୍ ମେସେଜ୍‌

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ୍ ପାଣ୍ଡ୍ୟା ଏକ ଖୁସି ଖବର ଜଣାଇଥିଲେ । ହାର୍ଦ୍ଦିକ ଜଣାଇଥିଲେ ଯେ, ସେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏହାପରେ ତାଙ୍କୁ ବହୁ କ୍ରିକେଟର ଓ ସମର୍ଥକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏବେ ହାର୍ଦ୍ଦିକଙ୍କ
Read More...

ଆସାମ ବନ୍ୟା : ବଢିପାଣିରେ ପଶି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଏହି ବିଧାୟକ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆସାମ ସରକାରର ଜଣେ ବିଧାୟକ ମୃଣାଳ ସୈକିୟା ସୁଦୁର ଗାଁରେ ବଢିପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଆସାମରେ ଏହି ସମୟରେ ୨୪ ଜିଲ୍ଲାର ୨,୦୧୫ ଗାଁର ୧୩ଲକ୍ଷ ଲୋକ ପ୍ରଭାବିତ
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ପାର୍‌, ୨୪ ଘଣ୍ଟାରେ ୨୮,୪୯୮ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮,୪୯୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ୫୫୩ ରୋଗୀ ମୃତ୍ୟୁବରଣ କରିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା
Read More...

ସୁବର୍ଣ୍ଣପୁରରେ ମାଇକ୍ରୋ ଲୋକ ଅଦାଲତ

ସୋନପୁର, ୧୪/୭ : ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା ସଂବନ୍ଧିତ ଏକ ମାଇକ୍ରୋ ଲୋକ ଅଦାଲତ ସ୍ଥାନୀୟ ସିଭିଲକୋଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ଅବଲମ୍ବନ କରି ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ ରେ ଜିଲ୍ଲା ଦୌରାଜଜ୍ ଅରୁଣ କୁମାର
Read More...

ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା, ବୌଦ୍ଧରେ ପୁଣି ବାହାରିଲା ୭ ପଜିଟିଭ

ବୌଦ୍ଧ,୧୩/୭ - ଆଜି ୭ କରୋନା ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ପୁର୍ବରୁ ୫୩ ଜଣ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ଆଜିର ନୂତନ ୭ ପଜିଟିଭକୁ ମିଶାଇଲେ ମୋଟ୍ ପଜିଟିଭ ସଂଖ୍ୟା ୬୦ରେ ପହଞ୍ଚିଛି ।ପୂର୍ବରୁ ଗୋଟିଏ
Read More...

ରାଜ୍ୟରେ ପୁଣି ୫୪୩ ନୂଆ ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୫୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣ ଏହି ବିଶ୍ୱ ମହାମାରୀ ରୋଗରେ ମୃତ୍ୟୁବରଣ କରିଛନ୍ତି । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଆଜି
Read More...

ରାତିସାରା ପ୍ରବଳ ବର୍ଷା, ଖାଲୁଆ ଅଂଚଳରେ ଘରେ ପଶିଲା ପାଣି

ବୌଦ୍ଧ,୧୪/୭ - ଗତ ରାତିରେ ହୋଇଥିବା ପ୍ରବଳ ବର୍ଷାରେ ବୌଦ୍ଧ ସହରରେ ଥିବା ଖାଲୁଆ ଅଂଚଳର ଘର ଗୁଡିକ ଭିତରକୁ ପାଣି ପଶିଥିବା ଦେଖିବାକୁ ମିଳିଛି । ସେହିପରି ବାପୁଜୀ ନଗର,ରାଜନପାଲି ନୂଆସାହି, ମାଳିସାହି, ବୁଟୁପାଲି ଅଂଚଳରେ ଥିବା ଖେତ ଗୁଡିକରେ ବର୍ଷାଜଳ ସକାଳୁ ନଦୀର ଭ୍ରମ ସୃଷ୍ଟି କରିଥିଲା
Read More...

ଅଭିନବ ପ୍ରତିବାଦ : ରାସ୍ତାରେ ପଲ୍ହା ରୋଇଲେ ମହିଳା

ବୌଦ୍ଧ,୧୪/୭ - ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମରାମତି ନ ହେବାରୁ କଣ୍ଟାମାଳ ବ୍ଲକ୍ ସଦର ପଂଚାୟତ କଣ୍ଟାମାଳ ଅନ୍ତର୍ଗତ କାନିକୁପା ଗ୍ରାମର ମହିଳାମାନେ ପ୍ରଶାସନିକ ନିଷ୍କ୍ରିୟତାର ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ମୁଖ୍ୟ ରାସ୍ତା ଠାରୁ
Read More...

ପଛକୁ ଫେରିଲା ଆମ୍ବୁଲାନସ, ବାଇକରେ ବୁହା ହେଲେ ଗୁରୁତର ରୋଗୀ !

ବୌଦ୍ଧ -ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳର ରାସ୍ତାବାଟର ଅବସ୍ଥା ବର୍ଷା ଦିନେ ଯାହା ହେଉଛି ନ ଦେଖିବା ଲୋକ ବିଶ୍ବାସ କରିପାରିବେ ନାହିଁ l କେବଳ କିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତାକୁ ଛାଡି ଦେଲେ ଅନ୍ୟ ରାସ୍ତା ଗୁଡିକରେ ବର୍ଷା ଚାରି ମାସ ଯାତାୟତ କରିବା କଷ୍ଟକର l
Read More...

ଅସୁସ୍ଥ ପ୍ରବାସୀ ଶ୍ରମିକଙ୍କ ଅଧା ବାଟରେ ମୃତ୍ୟୁ

ବୌଦ୍ଧ,୧୩/୭ - ସୁଦୂର ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିବା ବୌଦ୍ଧ ସହରର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଟୁପାଲିରେ ଭଡାରେ ରହୁଥିବା ସ୍ୱର୍ଗତ ରାଧେଶ୍ୟାମ ଗିରିଙ୍କ ପୁଅ
Read More...