ଇଣ୍ଡିକା – ପଲ୍ସର୍ ମୁହଁlମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀ ପଦର ନିକଟସ୍ଥ ନୁନିଜୋର୍ ନିକଟରେ ଏକ ଇଣ୍ଡିକା ଓ ପଲ୍ସର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବା ଫଳରେ ପଲସର୍ ଆରୋହୀ ର ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ ୨ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା
Read More...

ଶୋଷ ମେଣ୍ଟାଉଛି ଦୁଷିତ ଚୁଆ ପାଣି କେବେ ସୁଧୁରିବ ସମସ୍ୟା ପ୍ରଶାସନର ନିଘା ନାହିଁ ..!

ବାଲିଗୁଡ଼ା:(ବିପ୍ରଚରଣ ସାହୁ) ଜଳ ହିଁ ଜୀବନ । ହେଲେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗୁହାରି କରି କରି ଦିନ ପରେ ଦିନ,ମାସ ପରେ ମାସ,ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ସୁଧୁରୁନି ସମସ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍
Read More...

ଦିନକରେ ୧୯, ୪୫୯ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯,୪୫୯ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଛି । ସେହିପରି, ଦିନକରେ ଆଉ ୩୮୦ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୬ ହଜାର ୪୭୫କୁ ବୃଦ୍ଧି ପାଇଛି ।
Read More...

ବିଶ୍ୱରେ ଭାରତ ପ୍ରତି ବଢ଼ୁଛି ସମର୍ଥନ

ସୀମାରେ ଚୀନ୍ର ଉତ୍ପାତ୍ତ ଏବଂ କରୋନା ପ୍ରସଙ୍ଗରେ ବିଶ୍ୱରେ ଭାରତ ପ୍ରତି ସମର୍ଥନ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ପରେ ଗୋଟିଏ ଦେଶ ଭାରତକୁ ଦୃଢ଼ ସମର୍ଥନ ଜଣାଉଛନ୍ତି । ଋଷ୍ ପରେ ଏବେ ଆମେରିକ, ଇସ୍ରାଏଲ୍ ଓ ଜାପାନ୍ ଭାରତ ସପକ୍ଷରେ ବାହାରିଛନ୍ତି । ଫଳରେ ଚୀନ୍ ବିରୋଧୀ ଅଭିଯାନରେ
Read More...

ଶତାଧିକ ଚାଷୀଙ୍କ ଜୀବିକା ପୁନଃ ଆରମ୍ଭ କରିବାରେ ସାହାଯ୍ୟ କଲା ବେଦାନ୍ତ

ଝାରସୁଗୁଡ଼ା : କୋଭିଡ୍-୧୯ ପରିପ୍ରେକ୍ଷୀରେ ଦେଶବ୍ୟାପୀ ହୋଇଥିବା ତାଲାବନ୍ଦ ପାଇଁ କୃଷି କ୍ଷେତ୍ରରେ ଜୀବନଜୀବିକା ବ୍ୟାହତ ହୋଇଛି । ଅମଳ ପାଇଁ ମାନବ ଶକ୍ତିର ଅଭାବ, ବିଚ୍ଛିନ ଯୋଗାଣ ଶୃଙ୍ଖଳା, ବଜାର ଏବଂ ଗତିବିଧିରେ ସୀମିତତା ଇତ୍ୟାଦି ପାଇଁ ଚାଷୀଭାଇମାନେ ସେମାନଙ୍କର ଶୀତ ଅମଳକୁ
Read More...

ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ ସହ କୋଭିଡି୧୯ର ସଚେତନତା କଲେ ପୁଷ୍ପାଞ୍ଜଳୀ ପଣ୍ଡା

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଗ୍ରାମର ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡି୧୯ ଉପରେ ସଚେତନତା କରାଇଛନ୍ତି । ହାତକୁବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତା ରକ୍ଷା
Read More...

ଜୟ ମା ୟୁଥ୍ କ୍ଲବ ଓ ମହାବରୀ ମଲ୍ଟି ଜିମ୍ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର:ଆଜି ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ୍ ତରଫରୁ ପ୍ରଭୂଜୀ ଇଙ୍ଗ୍ଲିସ ମିଡିଅମ୍ ସ୍କୁଲ୍,କ୍ରିୟାଯୋଗ ଆଶ୍ରମ ପରିସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ " ଜୀବନ ବିନ୍ଦୁ" ରକ୍ତଦାନ ଶିବିର ଅନୁଷ୍ଠିତ ହେବା
Read More...

ବରବେଶ ରେ ଯିବା ବଦଳରେ ସିଧାଚାଲିଗଲେ ଗାଁ ମଶାଣି

ସୋନପୁର : ବିଧିର ବିଧାନ ବଡ଼ ବିଚିତ୍ର।ବାହାଘରପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଘରେ ବିବାହ ବେଦୀ ପ୍ରସ୍ତୁତ ସରିଥିଲା ।କରୋନା ର କଟକଣା ହେତୁ ଘରେ ସ୍ୱଳ୍ପ ସଂଖ୍ୟକ ବନ୍ଧୁ ବର୍ଗ ମଧ୍ୟ ପହଞ୍ଚି ସାରିଥିଲେ।ଆଉ ମାତ୍ର କିଛି ଘଣ୍ଟା ପରେ ବରବେଶରେ ସଜାଡି ହୋଇ ବରଯାତ୍ରୀ ଙ୍କ ଗହଣରେ
Read More...

ହୀରାକୁଦରୁ ବହୁପରିମାଣରେ ଜଳ ନିଷ୍କାସନ ପରେ ଜଳସ୍ତର ୬୦୭.୯୭ଫୁଟ କୁ ଖସିଲା

ସମ୍ବଲପୁର- ହୀରାକୁଦ ଜଳଭଣ୍ଡାରରୁ ବିପୁଳ ପରିମାଣରେ ଜଳ ନିଷ୍କାସନପରେ ଏହାର ଜଳସ୍ତର ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬୦୭.୯୭ଫୁଟ କୁ ଖସି ଆସିଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ସମୟରେ ଜଳଭଣ୍ଡାର ଭିତରକୁ ୬୫.୧୪୩ କ୍ୟୁସେକ ଜଳରାଶି
Read More...

ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୪୦ ୟୁନିଟ ରକ୍ତ ସଂଗୃହିତ

ସମ୍ବଲପୁର,ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ରବିବାର ଅପରାହ୍ନ ସମୟରେ ଶାନ୍ତିନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ପୂର୍ବତନ ସମ୍ବଲପୁର ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଂଯୋଜନା ରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୪୦
Read More...