ମାତୃ ଦିବସରେ ଗଜପତି ଏସପିଙ୍କୁ ସମ୍ବର୍ଦ୍ଧନା

0 1,146

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୱାଡ଼ ନମ୍ବର 4 ଲକ୍ଷ୍ମୀ ନଗର ଠାରେ ମହିଳା ମାନଙ୍କ ତରଫରୁ ଆଜି ମାତୃ ଦିବସ ଅବସରରେ ଗଜପତି ଏସପି ସାରା ଶର୍ମାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି I ସେହିଭଳି ମହିଳା ପୋଲିସ କର୍ମଚାରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରିଛନ୍ତି I ଦିନ ରାତି ଲୋକଙ୍କ ସେବା ଯୋଗାଇ ଲୋକଙ୍କର ଧନ ଜୀବନ ସୁରକ୍ଷା ରଖୁଥିବାରୁ କରୋନା ମହାମାରୀରୁ ଲୋକଙ୍କୁ ସଚେତନତା କରାଇ ଥିବାରୁ ବିଶ୍ୱ ମାତୃ ଦିବସରେ ଏସପି ସାରା ଶର୍ମାଙ୍କୁ ଲକ୍ଷ୍ମୀ ନଗରର ମହିଳାମାନେ ପୁଷ୍ପଗୁଚ୍ଛ ଦେଇ ବନ୍ଦାପନା କରି ସମ୍ବର୍ଦ୍ଧନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =