ବିଭିନ୍ନ ଦାବିରେ ଇ.ପି.ଏଫ. ପେନସନର୍ସ ମାନଙ୍କ ଗଣଧାରଣା

0 964

hiring

ବୌଦ୍ଧ,୧୬/୧୧ -ଆଜି ବୌଦ୍ଧ ମୁଖ୍ୟ ଡାକଘର ସାମ୍ନାରେ ଅଲ୍ ଓଡିଶା ପେନ୍ସନର୍ସ୍ ଆସୋସିଏସନ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବିରେ ଗଣ ଧାରଣା ଦିଆଯାଇଥିଲା | ସର୍ବନିମ୍ନ ମାସିକ 9000 ଟଙ୍କା ମାସିକ ଭତ୍ତା ସହ ମହଙ୍ଗା ଭତ୍ତା ପ୍ରଦାନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପେନସନ ପ୍ରଦାନ, ମାଗଣା ଚିକିତ୍ସl ବ୍ୟବସ୍ଥା କରିବା ଓ ବରିଷ୍ଠ ନାଗରିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ସଦସ୍ୟ ମାନେ ଦାବୀ କରିଥିଲେ l

hiranchal ad1
Leave A Reply

Your email address will not be published.

twenty − eight =