ବୌଦ୍ଧ : ଆଜି ସର୍ବୋଚ୍ଚ ୩୮୫ ପଜିଟିଭ ଚିହ୍ନଟ, ଶୀର୍ଷରେ ପିଙ୍ଗଲାବେଡା ଓ କହଁର୍‌ପଡା ଗ୍ରାମ

0 4,482

ବୌଦ୍ଧ : ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ପଜିଟିଭ ବାହାରିବାରେ ରେକର୍ଡ ରଚିଛି କରୋନା । ଆଜି ଜିଲ୍ଲାରେ ୩୮୫ ପଜିଟିଭ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଲିଆର୍ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୩୮୫ ପଜିଟିଭ ମଧ୍ୟରୁ ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ଗୁଡ ପଡା ଓ ଦନ୍ତାପାଲି ଗ୍ରାମରୁ ୧ ଜଣ ଲେଖାଏଁ, ଆମ୍ବଝରୀ ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମରୁ ୧ ଜଣ, ବଘିଆ ପଡା ଗ୍ରାମରୁ ୧ ଜଣ, ବହିରା ଗ୍ରାମ ପଞ୍ଚାୟତ ବହିରା ଗ୍ରାମରୁ ୨ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଟିକରକ୍ଷପଡା ଓ ବୈଦ୍ୟନାଥପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ ପିଙ୍ଗଲା ବେଡା ଗ୍ରାମରୁ ୫୩ ଜଣ ଓ ଖଲିଆପାଲି ଗ୍ରାମରୁ ୧ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ମାଲି ସାହି ଓ ଅଁଳା ଝୁଲି ଗ୍ରାମରୁ ୧ ଜଣ ଲେଖାଏଁ, ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଟୁନିଖମାର୍ ଗ୍ରାମରୁ ୨ ଜଣ ଓ ଗୁନ୍ଦୁଲିଆ ଗ୍ରାମରୁ ୧ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମରୁ ୨ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ କନାପଡା ଗ୍ରାମରୁ ୨ ଜଣ, ମୁଣ୍ଡା ପଡା ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଗୋପୀନାଥପୁର୍ ଓ ଜାଲୋଇ ଗ୍ରାମରୁ ଓ ଜାନକୀପୁର୍ ଗ୍ରାମରୁ ୧୩ ଜଣ, ପଦ୍ମନପୁର୍ ଗ୍ରାମ ପଞ୍ଚାୟତ ବୁଢୀପଦର ଓ ମକୁନ୍ଦପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ରକସା ଗ୍ରାମ ପଞ୍ଚାୟତ ଦହ୍ୟା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ କହଁର୍‌ପଡା ଗ୍ରାମରୁ ୫୨ ଜଣ ଓ ରୁଗୁଡାପଡା ଓ କୁରୁ ମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ତେଲିବନ୍ଧ ଗ୍ରାମରୁ ୧ ଜଣ, ଟିକରପଡା ଗ୍ରାମ ପଞ୍ଚାୟତ ଟିକରପଡା ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ଜଟେସିଙ୍ଗା, ତାଳ ବାହାଲ୍ ଓ ରତନପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ବନ୍ଧାପଥର ଗ୍ରାମରୁ ୧ ଜଣ, ଚାରିଛକ ଗ୍ରାମରୁ ୧ ଜଣ, ବୀରନରସିଂପୁର୍ ଗ୍ରାମ ପଞ୍ଚାୟତ କରଡି ଓ ନୁଆଁପଡା ଗ୍ରାମରୁ ୧ ଜଣ ଲେଖାଏଁ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଖର ଭୂଇଁ ଗ୍ରାମରୁ ୨୩ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରାରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଲୋକାପଡା ଗ୍ରାମରୁ ୩ ଜଣ ଓ ସୋରିଷପଙ୍କାଲ୍ ଗ୍ରାମରୁ ୫ ଜଣ, କୁସଂଗ ଗ୍ରାମ ପଞ୍ଚାୟତ କୁସଂଗ ଓ କୁମାରୀ ଗ୍ରାମରୁ ୩ ଜଣ ଲେଖାଏଁ, ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ଲଇଗାଆଁ ଗ୍ରାମରୁ ୫ ଜଣ, ମଥୁରା ଗ୍ରାମ ପଞ୍ଚାୟତ ବଡ଼ ସୁବଳୟା ଗ୍ରାମର ୨ ଜଣ, ପୀତାମ୍ବରପୁର୍ ଗ୍ରାମ ପଞ୍ଚାୟତ ବ୍ରାହ୍ମଣ ଗାଆଁ ଗ୍ରାମରୁ ୧ ଜଣ, ପୁରୁଣା କଟକ ଗ୍ରାମପଞ୍ଚାୟତ ରତନପୁର୍ ଗ୍ରାମରୁ ୧ ଜଣ, ରାଧାନଗର୍ ଗ୍ରାମ ପଞ୍ଚାୟତ ବଡ଼ ବାଗବର୍ ଗ୍ରାମରୁ ୧ ଜଣ, ପିପଲକଟା ଗ୍ରାମରୁ ୧୪ ଜଣ ଓ ରାଧାନଗର୍ ଗ୍ରାମରୁ ୧୫ ଜଣ, ରାମଗଡ ଗ୍ରାମ ପଞ୍ଚାୟତ କୋଇଲି ସୁତା ଗ୍ରାମରୁ ୧ ଜଣ, ସାମ୍ପୋଚ୍ ଗ୍ରାମ ପଞ୍ଚାୟତ ଡିମିରି ଝୁଲି ଗ୍ରାମରୁ ୩ ଜଣ, ହରେକୃଷ୍ଣପୁର୍ ଗ୍ରାମରୁ ୧୧ ଜଣ ଓ ରାମ୍ଭିକଟା ଗ୍ରାମରୁ ୬ ଜଣ, ସରସରା ଗ୍ରାମ ପଞ୍ଚାୟତ ରଇଠାନୀ, ସରସରା ଓ ସିଦ୍ଧପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ତିଲେଶ୍ୱର୍ ଗ୍ରାମ ପଞ୍ଚାୟତ ବୁରୁବୁଡା ଓ ତିଲେଶ୍ୱର୍ ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବରଗାଁ ଗ୍ରାମ ପଞ୍ଚାୟତ ବରଗାଁ ଗ୍ରାମରୁ ୫ ଜଣ, ଗୋଛାଙ୍ଗୀ ଗ୍ରାମରୁ ୧ ଜଣ ଓ ମଲିକୁଦ୍ ଗ୍ରାମରୁ ୧ ଜଣ, ବରଗୋଛା ଗ୍ରାମ ପଞ୍ଚାୟତ ଲୁଣ ପଙ୍ଗା ଗ୍ରାମରୁ ୧ ଜଣ, ବିଲାସପୁର ଗ୍ରାମ ପଞ୍ଚାୟତ ପଦର୍‌ପଡା ଗ୍ରାମରୁ ୩ ଜଣ ଓ କିରିକିଚିପାଲି ଓ ବିଲାସପୁର ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ପରୀବନ୍ଧ ଓ ବଉଳସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ ଓ ଦପଲା ଗ୍ରାମରୁ ୩ ଜଣ, ଘଣ୍ଟା ପଡା ଗ୍ରାମ ପଞ୍ଚାୟତ ରେକଡଲ୍ ଗ୍ରାମରୁ ୬ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ଆମ୍ବ ଗହଣା ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍ ଗ୍ରାମରୁ ୧ ଜଣ, ଜୋଗୀନ୍ଦ୍ରପୁର୍ ଗ୍ରାମରୁ ୩ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ଼ ଛପାପାଲି ଗ୍ରାମରୁ ୧ ଜଣ, ବନ୍ଧପାଲି ଗ୍ରାମରୁ ୨ ଜଣ, କଲରାକୋଠା ଗ୍ରାମରୁ ୨ ଜଣ, କାନିକପା ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୧୪ ଓ ଉଦେପୁର୍ ଗ୍ରାମରୁ ୨ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଖଲିଆପାଲି ଗ୍ରାମରୁ ୩ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ସାନ ମନମୁଣ୍ଡା ଗ୍ରାମରୁ ୩ ଜଣ, କୁମର୍‌କେଳି ଗ୍ରାମରୁ ୨ ଜଣ ଓ ଖଟଖଟିଆ ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଲମ୍ବସରୀ ଓ ଜାମୁଖୋଲ୍ ଗ୍ରାମରୁ ୨ ଜଣ ଲେଖାଏଁ ଓ ପିଣ୍ଡା ଗ୍ରାମରୁ ୩ ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ବାସୁଦେବ ପାଲି ଗ୍ରାମରୁ ୪ ଜଣ ଓ ମନମୁଣ୍ଡା ଗ୍ରାମରୁ ୩ ଜଣ, ନାରୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ନାରୟଣ ପ୍ରସାଦ ଗ୍ରାମରୁ ୮ ଜଣ ଓ ସାନଅସୁର ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ବଘିଆ ବାହାଲ୍‌, ଡେଙ୍ଗପଦର ଓ ବାଘମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ବଡ଼ କୁସଂଗ ଗ୍ରାମରୁ ୧ ଜଣ, ଚାର ଭାଟି ଗ୍ରାମରୁ ୪ ଜଣ, ଚାରପାଲି ଗ୍ରାମରୁ ୧ ଜଣ, ସାନ ଛପାପାଲି ଗ୍ରାମରୁ ୭ ଜଣ ଓ ଠେଲକବେଡା ଗ୍ରାମରୁ ୩ ଜଣ, ରୁଣ୍ଡି ମହୁଲ ଗ୍ରାମରୁ ୨ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ କିର୍ଲା ଓ ଗବଜୋର୍ ଗ୍ରାମରୁ ୧ ଜଣ ଲେଖାଏଁ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟା ପଦର ଗ୍ରାମରୁ ୧ ଜଣ, ଗୋପାଳପୁର ଗ୍ରାମରୁ ୨ ଜଣ, ଓ ଶୁଣ୍ଢିପଦର ଗ୍ରାମରୁ ୫ ଜଣ, ଉମା ଗ୍ରାମ୍ ପଞ୍ଚାୟତ ରେଘା ମୁଣ୍ଡା ଗ୍ରାମରୁ ୪ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବଗିଚା ସାହିରୁ ୪ ଜଣ, ରାମେଶ୍ୱର ବିହାର, ଏଲ.ଆଇ.ସି. କଲୋନୀ, ରାଜନ୍ ପାଲି, ବୁଟୁପାଲି, ଖଲିଆ ବଗିଚା ଓ ନୁଆଁ ରେଭିନ୍ୟୁ କଲୋନୀରୁ ୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

16 − two =