ପୁଣି ଜଣେ କରୋନା ରୋଗୀ ହେଲେ ସୁସ୍ଥ

0 67

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଆଉଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି । ଏହି ବ୍ୟକ୍ତିଜଣକ ରାଉରକେଲା ଅଞ୍ଚଳର ଅଟନ୍ତି । ଆରୋଗ୍ୟ ଲାଭକରିଥିବା ବ୍ୟକ୍ତିଜଣକ ୬୩ନମ୍ବର ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ଜିଲ୍ଲାରୁ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବାର ଖବର ରାଜ୍ୟବାସୀଙ୍କ ମନକୁ ହାଲ୍‌କା କରିଦେଉଥିବା ବେଳେ ଗତ ସପ୍ତାହରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନିଗୁଣା ବୃଦ୍ଧି ପରେ ସଂକ୍ରମଣ ଭୟ ଏବେ ରାଜ୍ୟବାସୀଙ୍କୁ ଭୟଭୀତ କରିଛି ।

hiranchal ad1
Leave A Reply

Your email address will not be published.

13 − 12 =