ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟବସାୟୀଙ୍କ ସମ୍ମାନାର୍ଥେ ବଜାର ବନ୍ଦ

0 2,227

hiring

ବୌଦ୍ଧ,୩/୧୧ – ଗତ ମାସରେ ହତ୍ୟାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିଥିବା ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ (ରାଜା) ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆଜି ବୌଦ୍ଧ ସହର ଲକ୍ଷ୍ମୀ ବଜାର ବ୍ୟବସାୟୀ ମାନେ 24 ଘଣ୍ଟା ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି l ଆଜି ସନ୍ଧ୍ୟାରେ ଏକ ମହମବତି ଶୋଭାଯାତ୍ରା କରାଯିବା ସହ ଲକ୍ଷ୍ମୀ ବଜାର ବ୍ୟବସାୟୀ ମାନଙ୍କ ତରଫରୁ ଶୋକ ସଭା କରାଯିବାର କାର୍ଯ୍ୟକ୍ରମ ରହିଛି | ରାଜାଙ୍କ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଉନ୍ମୋଚନ ହେଉ ଓ ହତ୍ୟାକାଣ୍ଡରେ ଆଉ କିଏ କିଏ ସମ୍ପୃକ୍ତ ଯଦି ଅଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବାକୁ ଲକ୍ଷ୍ମୀ ବଜାର କମିଟି ତରଫରୁ ଦାବୀ କରାଯାଇଛି |

hiranchal ad1
Leave A Reply

Your email address will not be published.

3 × 4 =