ଶୁଖିଲା ପଡିଛି କୁଆଁରିଆ ଡେମ୍

0 143

hiring

ଦଶପଲ୍ଲା,୬/୮ : – ଶୁଖିଲା ପଡିଛି କୁଆଁରିଆ ଜଳ ଭଣ୍ଡାର । ହନ୍ତସନ୍ତ ହେଉଛନ୍ତି ତଳମୁଣ୍ଡର ଚାଷୀ । ଦଶପଲ୍ଲା ଅଂଚଳରେ କମ୍ ମୈ|ସୁମୀ ବର୍ଷା ଯୋଗୁଁ ଚାଷକାମ ବାଧାପ୍ରାପ୍ତ ହୋଇଥିବାବେଳେ, କୁଆଁରିଆ ଜଳଭଣ୍ଡାର ଉପରେ ଚାଷୀମାନେ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି । କିନ୍ତୁ ବିଭାଗୀୟ ଅପରିଣାମଦର୍ଶିତା କାରଣରୁ , କବାଟ ମରାମତି କରିବା ବାହାନାରେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିଦିଆଯାଇଥିଲା । କିନ୍ତୁ କମ୍ ବର୍ଷା କାରଣରୁ ଜଳଭଣ୍ଡାରରେ ଆବଶ୍ୟକ ପରିମାଣର ଜଳ ପୂର୍ଣ୍ଣ ନ ହେବାରୁ , ଚାଷକାମ ପାଇଁ ଜଳଯୋଗାଣ ବାଧାପ୍ରାପ୍ତ ହେଉଥିବା କହିଛନ୍ତି ଚାଷୀ ।

hiranchal ad1
Leave A Reply

Your email address will not be published.

eight − 8 =