ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

0 1,067

ବୌଦ୍ଧ : ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ଷ୍ଟେଟ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ର ଓଡିଶା ଜୀବିକା ମିଶନର ଆନୁକୂଲ୍ୟରେ ଏକ ନୂତନ ଗ୍ରାହକ ସେବା କେନ୍ଦ୍ରର ଉଦଘାଟନ ହୋଇଯାଉଛି । ସ୍ଥାନୀୟ ବିଡ଼ିଓ ନୀଳକଣ୍ଠ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିପି.ଏମ୍ ବେଣୁଧର ମହାପାତ୍ର, ଏମ୍ ବି କେ ଦୁଷିଲା ଭୋଇ ଓ ଗ୍ରାହକ ସେବା କେନ୍ଦ୍ରର ଅପରେଟର ବବଲି ବାରିକ ସମେତ ଲୁଣିବାହାଲ ପଂଚାୟତ ସ୍ତରୀୟ ମହାସଂଘ ର ସ୍ୱୟଂ ସହାୟକ ଗୋଷ୍ଟି ର ମାଆ ମାନେ ଉପସ୍ଥିତ ଥିଲେ । ଏହା ହେବା ଦ୍ୱାରା ସାଧାରଣତଃ ସ୍ୱୟଂ ସହାୟକ ଗୋଷ୍ଟି ର ମାଆ ମାନେ ଉପକୃତ ହେବେ ।

hiranchal ad1
Leave A Reply

Your email address will not be published.

8 − 2 =