ପାଇଖାନା ଟାଙ୍କିରେ ଫସି ୩ ଜଣଙ୍କ ମୃତ୍ୟୁ

0 108

ବ୍ରହ୍ମପୁର: ପାଇଖାନା ଟାଙ୍କିରେ ଫସି ୩ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଗୋପାଳପୁର ଥାନା ବିକ୍ରମପୁର ଗ୍ରାମରେ ଘଟିଛି ଅଭାନୀୟ ଘଟଣା । ସନ୍ଧ୍ୟାରେ ପି ସିଦେ୍ଧଶ୍ୱର ରେଡ୍ଡିଙ୍କ ଘର କାମ ଚାଲିଥିବା ବେଳେ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରୁଥିଲେ ମିସ୍ତ୍ରୀ ଏମ.ସଦାନନ୍ଦ ରେଡ୍ଡି । ତେବେ ସେ ବାହାରକୁ ନ ବାହାରିବାରୁ ସିଦେ୍ଧଶ୍ୱରଙ୍କ ପଡୋଶୀ କ୍ରିଷ୍ଣା ରେଡ୍ଡୀ ଓ ତାରନେୟା ରେଡ୍ଡୀ ଭିତରକୁ ଯାଇଥିଲେ ।ସଦାନନ୍ଦଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁଇଜଣ ମଧ୍ୟ ବାହାରକୁ ନ ବାହାରିବାରୁ ଗ୍ରାମବାସୀ ମିଶି ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୩ଜଣଙ୍କୁ ଡାକ୍ତର ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

one × 2 =