ବୌଦ୍ଧ : ବିରଞ୍ଚି ଧରୁଆ ହେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ

0 1,552

ବୌଦ୍ଧ : ଓଡିଶା ରାଜସ୍ୱ ସେବାର ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ବିରଞ୍ଚି ଧରୁଆ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତାଙ୍କୁ ନିଯୁକ୍ତ କରିଥିବା ବେଳେ ସେ ନିଜ ମୂଳ କାର୍ଯ୍ୟ ସହ ଏ ଦାୟିତ୍ୱ ନିର୍ବାହ କରିବେ ବୋଲି ଆଦେଶ ପ୍ରଦାନ କରିଛନ୍ତି । ତା ୧୧. ୦୧. ୨୦୧୭ ମସିହାରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶିଶିର କୁମାର ସାହୁଙ୍କୁ ତୁରନ୍ତ କାର୍ଯ୍ୟଭାର ହସ୍ତାନ୍ତର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =