କରୋନା ଟୀକା ସମ୍ପର୍କରେ ନୂଆ ତଥ୍ୟ, କେଉଁ ଜିଲ୍ଲାକୁ କେତେ ଟାର୍ଗେଟ ଜାଣନ୍ତୁ

0 411
  • ଆସନ୍ତା କାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟୀକା କରଣ ପ୍ରକ୍ରିୟା
  • କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ନୀତି ଅନୁଯାୟୀ ହେବ ଟୀକା କରଣ
  • ପ୍ରତ୍ୟେକ ଦିନ 3 ଲକ୍ଷ ଟୀକା କରଣ କରିବା ପାଇଁ ଟାର୍ଗେଟ ରଖିଛନ୍ତି ସରକାର
  • ଆସନ୍ତା କାଲି ରାଜ୍ୟର ସମସ୍ତ ବ୍ଲକ ଓ ମୁନିସପାଲିଟରେ କ୍ୟାମ୍ପେନ ମୋଡ଼ରେ ହେବ ଟୀକା କରଣ
  • ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଈ ଟୀକା ଲୋକ ମାନଙ୍କୁ ଦିଆଯିବ
  • ପ୍ରତ୍ୟେକ ବ୍ଲକରେ 5 ଟି ସେସନ, ଏନଏସସି ରେ 5 ଟି ଲେଖାଏଁ ସେସନ, ପୌର ପରିଷଦରେ 10 ଟି ଓ ମହାନଗର ନିଗମରେ 20 ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି
  • ଉଭୟ ଅନଲାଇନ ଓ ଅଫଲାଇନ ଟୀକା କରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ
  • ସଠିକ ସମୟରେ ଦ୍ୱିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ
  • ସମସ୍ତ ଜିଲ୍ଲାପାଳ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ
hiring
hiranchal ad1
Leave A Reply

Your email address will not be published.

six + 6 =