ବାଇକ ଧକ୍କାରେ ଯୁବକ ଗୁରୁତର

0 2,384

hiring

ବୌଦ୍ଧ/ବାଉଁଶୁଣୀ,୩/୨- ଆଜି ସନ୍ଧ୍ୟା ପ୍ରାୟ ଘ. 8. 30 ମିନିଟ ସମୟରେ ବାଉଁଶୁଣୀ ଥାନା ସାହାଜପାଲ୍ ନିକଟ କନକପୁର ଛକରେ ଜଣେ ପଥଚାରୀ ଯୁବକ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଥାନା ସାହାଜପାଲ୍ ନିକଟ କନକପୁର ଛକରେ ଚାଲି ଚାଲି ଯାଉଥିବା ନିକଟସ୍ଥ ସିଦ୍ଧପୁର ଗ୍ରାମର ଗୁରୁ ସାହୁ (35) ଙ୍କୁ ଏକ ବାଇକ ଧକ୍କା ଦେଇଥିଲା l ସୁପର ସ୍ପ୍ଲେଣ୍ଡର ବାଇକ ଓଡ଼ି 27 ଏ 6898 ପୁରୁଣା ଜଗତି ଗ୍ରାମର ବୋଲି ଜଣା ପଡିଛି l ଖବର୍ ପାଇ 108 ଆମ୍ବୁଲାନସ୍ ପହଂଚି ଡାକ୍ତର ଖାନା ନେଇଥିଲା ଓ ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

eighteen − eight =