ନୂଆ ସ୍ନାତକୋତ୍ତର ବିଭାଗ ଖୋଲିବାପାଇଁ ବିଧାୟକଙ୍କ ଚିଠି

0 149

ବଲାଙ୍ଗୀର, ୧/୬(ହୀ.ପ୍ର)- ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜିଲ୍ଲାର ଶିକ୍ଷାପ୍ରେମୀଙ୍କ ଦାବୀକୁ ବିଚାର କରି ସମାଜ ବିଜ୍ଞାନ, ମାନବ ବିଜ୍ଞାନ, ଗୃହ ବିଜ୍ଞାନ ଓ ଭୂଗୋଳ ପ୍ରଭୃତି ବିଷୟରେ ସ୍ନାତକୋତ୍ତର ବିଭାଗ ସ୍ଥାପନ ପାଇଁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମହାମହିମ ରାଜ୍ୟପାଳ, ଉଚ୍ଚଶିକ୍ଷା ସଚିବ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ ମଧ୍ୟ ଡ. ମହାଲିଙ୍ଗ ସାଇନ୍ସ ପାର୍କ ପାଇଁ ଚିଠି ଲେଖିଥିଲେ ଯାହା ଏବେ ନିର୍ମାଣ ଆରମ୍ଭ ଅବସ୍ଥାରେ । ଉପଯୁକ୍ତ ଶିକ୍ଷା ଓ ଭିତ୍ତିଭୂମିର ସୁଯୋଗ ରହିଲେ ଜିଲ୍ଲାବାସୀ ଉପକୃତ ହେବେ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ପାଇଁ ଶିକ୍ଷାକେନ୍ଦ୍ର, ସେ ସବୁବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବିକାଶ ପାଇଁ ବୁଦ୍ଧିଜୀବୀଙ୍କ ସହ ଅଛନ୍ତି ଓ ରହିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =