ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିର

0 78

ଭୁବନେଶ୍ୱର,୧୮/ ୦୬ – ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋରନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ବିଧାୟକ ଚାନ୍ଦବାଲି ଡ଼ଃ ବ୍ୟୋମକେଶ ରାୟଙ୍କ ତତ୍ତ୍ୱାଧାନରେ ବିଜୁ ଯୁବ ଜନତା ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି ।

hiring

ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଉଦଘାଟନ କରିଥିଲେ ଏବଂ ବିଜେଡି ସଂଗଠନ ସମ୍ପାଦକ ମାନ୍ୟବର ବିଧାୟକ ଯାଜପୁର ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ମାନ୍ୟବର ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକ , ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ମାନ୍ୟବର ବିଧାୟକ ଧର୍ମଶଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ବିଜେଡି ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେଶ ପତ୍ରୀ, ମାନ୍ୟବର ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ କୁନା ବିହାରୀ ଦାସ , ଯୁଗ୍ମ ସମ୍ପାଦିକା ସୁଶ୍ରୀ ମନ୍ଦାକିନି କର, ଯୁଗ୍ମ ସମ୍ପାଦକ ଶ୍ରୀ ତନ୍ମୟ ସ୍ୱାଇଁ , ଯୁବ ବିଜେଡି ରାଜ୍ୟ ମହାସଚିବ ଏଲିନା ଦାସ , ରାଜ୍ୟ ଉପସଭାପତି ସୁନୀଲ ପଣ୍ଡା , ମାନଭଞ୍ଜନ ବେହେରା , ଜୋନ ସଭାପତି ଶୁଭ୍ରାଂଶୁ ନାରାୟଣ ମିଶ୍ର , ବିଜୟ କେତନ ସାହୁ , ରାଜ୍ୟ ସମ୍ପାଦିକା ଅପର୍ଣ୍ଣା ଦାସ, ମହେକ୍ଷିତା ମିଶ୍ର , ଶିବାନି ସାହୁ , ରାଜ୍ୟ ଯୁଗ୍ମ ସମ୍ପାଦକ ସୌମ୍ୟସାର୍ଥକ ରାୟ , ଯୁବ ନେତା ପିନାକୀ ଦାସ , ଆଶିଷ ଜେନା , ଅରୁଣ ଜଗଦେବ , ଆକାଶ ମହାନ୍ତି , ସାଗର ପତି, ଆଲୋକ ପ୍ରଧାନ , ପ୍ରକାଶ ଦଳେଇ , ପ୍ରଭଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଯୁବ ଜନତା ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସ ସମସ୍ତ ରକ୍ତଦାତା ତଥା ସହଯୋଗ କରିଥିବା ସମସ୍ତ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + fifteen =