ବୌଦ୍ଧ: ଜିଲ୍ଲାରୁ ୨୪୬ ପଜିଟିଭ ଚିହ୍ନଟ, ଗ୍ରାମାଞ୍ଚଳ ସଂକ୍ରମିତ ବଢାଇଲେ ଚିନ୍ତା

0 4,006

ବୌଦ୍ଧ,୧୫/୫ – ଆଜି ବୌଦ୍ଧଜିଲ୍ଲାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୬ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର୍‌ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୨୪୬ କରୋନା ପଜିଟିଭ ମଧ୍ୟରୁ ବୌଦ୍ଧବ୍ଲକ ବଢିଗାଁ ପଞ୍ଚାୟତ ବଢିଗାଁରୁ ଜଣେ, ଛତନିଆକଟା ଗ୍ରାମରୁ ୨ଜଣ, ବଘିଆପଡା ପଞ୍ଚାୟତ ବେରେଦାବାରି, ଇସିରିସିଙ୍ଗାରୁ ଜଣେ ଲେଖାଏଁ, ବଘିଆପଡା ଗ୍ରାମରୁ ୩ଜଣ, ବହିରା ପଞ୍ଚାୟତ ବହିରା, ବାଉରୀ ଝାରକଟା ଗ୍ରାମରୁ ଜଣେ ଲେଖାଁ, ବାଉଁଶୁଣୀ ପଞ୍ଚାୟତ ବାଉଁଶୁଣୀ ଗ୍ରାମରୁ ୩ଜଣ, କସୁରବନ୍ଧ ପଞ୍ଚାୟତ ସିଂଘାପାଲି, ପଦମପୁର, କରମପଦର, ଭଇନାମୁଣ୍ଡା, କସୁରବନ୍ଦ ଗ୍ରାମରୁ ଜଣେ ଲେଖାଏଁ, ବଡଡୁଙ୍ଗୁରିପାଲି ଗ୍ରାମର ୨ଜଣ, ଖଲିଆପାଲି ପଞ୍ଚାୟତ କୁମରକାନି ଗ୍ରାମରୁ ଜଣେ, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରୁ ୩ଜଣ, ମନୁପାଲି ପଞ୍ଚାୟତ ରିଷିବନ୍ଧ ଓ ମହୁଲି ଗ୍ରାମରୁ ଜଣେ ଲେଖାଏଁ, ମୁର୍ଷୁଣ୍ଢି ପଞ୍ଚାୟତ ପଲାସ ଓ ଟୁଟୁସିଙ୍ଗା ଗ୍ରାମରୁ ୨ଜଣ ଲେଖାଏଁ, ଡାଙ୍ଗପଡା, ମୁର୍ଷୁଣ୍ଢି ଗ୍ରାମରୁ ଜଣେ ଲେଖାଏଁ, ପଦ୍ମନପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମରୁ ଜଣେ, ରକ୍ସା ପଞ୍ଚାୟତ ବାହାଜୋର, ମହେଶ୍ୱରପିଣ୍ଡାରୁ ୨ଜଣ ଲେଖାଏଁ, କିରାଶିରା ଗ୍ରାମରୁ ୩ଜଣ, ଶଗଡା ପଞ୍ଚାୟତ ଶଗଡା ଓ ସରଧାପାଲି ଗ୍ରାମରୁ ଜଣେ ଲେଖାଏଁ, ତାଳସରଡା ପଞ୍ଚାୟତ ସଂଗ୍ରାମପୁର ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ଆଡେଣିଗଡ ଗ୍ରାମରୁ ଜଣେ, ବାମଣ୍ଡା ପଞ୍ଚାୟତ କରୁଣାପାଲି, ବେଲପଡା, ନାଏକପଡା ଗ୍ରାମରୁ ଜଣେ ଲେଖାଏଁ, ବନ୍ଧାପଥର ପଞ୍ଚାୟତ ବାଘପାଲିଗ୍ରାମରୁ ଜଣେ, ବାଣୀଭୂଷଣପୁର ପଞ୍ଚାୟତ ଚାରିଛକ, ଠିଡିକାଜୋର, ମାର୍ଦିଙ୍ଗ ଗ୍ରାମରୁ ଜଣେ ଲେଖାଏଁ, ଛତ୍ରଙ୍ଗ ପଞ୍ଚାୟତ ଛତ୍ରଙ୍ଗ ଗ୍ରାମରୁ ୨ଜଣ, ହରଭଙ୍ଗା ପଞ୍ଚାୟତ ହରଭଙ୍ଗା ଗ୍ରାମରୁ ଜଣେ, ବୁକେଶିଙ୍ଗା ଗ୍ରାମରୁ ୩ଜଣ, ଭେଜିଗୋରା ଗ୍ରାମରୁ ୨ଜଣ, କରଞ୍ଜକଟା ପଞ୍ଚାୟତ ଲୋକାପଡା ଗ୍ରାମରୁ ୨ଜଣ, ଲୁଣିବାହାଲ ପଞ୍ଚାୟତ ବଡବନ୍ଧ ଗ୍ରାମରୁ ୨ଜଣ, ମହାଲିକପଡା ପଞ୍ଚାୟତ ଶଙ୍କରି ଗ୍ରାମରୁ ୧୩ଜଣ, ପୀତାମ୍ବରପୁର ପଞ୍ଚାୟତ କାନପୁର ଗ୍ରାମରୁ ଜଣେ, ପୁରୁଣାକଟକ ପଞ୍ଚାୟତ ରୁଗୁଡିପାଲି ଗ୍ରାମରୁ ଜଣେ, ରାଧାନଗର ପଞ୍ଚାୟତ ବଡବାଗବର ଗ୍ରାମରୁ ଜଣେ, ସାଂପୋଚ ପଞ୍ଚାୟତ ସାଂପୋଚ ଗ୍ରାମରୁ ୯ଜଣ, ସଙ୍କୁଲେଇ ପଞ୍ଚାୟତ ମଲ୍ଲିକପଡା ଗ୍ରାମରୁ ୩ଜଣ, ବୁଲୁରା ଗ୍ରାମରୁ ୨ଜଣ, ସରସରା ପଞ୍ଚାୟତ ସରସରା ଗ୍ରାମରୁ ୧ଜଣ, ତିଲେଶ୍ୱର ପଞ୍ଚାୟତର ଟଭାପଦର, କୃଷ୍ଣପାଲି, ବୁରବୁଡା, ମୁଷାଡ ଗ୍ରାମରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତ ଶୁଣ୍ଢିପଦର ଗ୍ରାମରୁ ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୋପାଳପୁର ଗ୍ରାମର ୨ଜଣ, ପୁରୁଷୋତ୍ତମପୁର, ମନୋହରପୁର ଗ୍ରାମରୁ ଜଣେ ଲେଖାଏଁ, ଶିମିଳିପଦର ପଞ୍ଚାୟତ ଲୋକାପଡା ଗ୍ରାମରୁ ଜଣେ, ରୁଣ୍ଡିମହୁଲ ପଞ୍ଚାୟତ ପଞ୍ଚକହାଣ୍ଡି ଗ୍ରାମରୁ ଜଣେ, ରେଙ୍ଗାଲି ପଞ୍ଚାୟତ ରେଙ୍ଗାଲି ଗ୍ରାମରୁ ୨ଜଣ, ପଲସାଗୋରା ପଞ୍ଚାୟତ ବାଘମୁଣ୍ଡା ଗ୍ରାମରୁ ୩ଜଣ, ପିପଲପାଲି ଗ୍ରାମରୁ ଜଣେ, ନାରାୟଣପ୍ରସାଦ ପଞ୍ଚାୟତ ନାରାୟଣପ୍ରସାଦ ଗ୍ରାମରୁ ଜଣେ, ମନମୁଣ୍ଡା ପଞ୍ଚାୟତ ବାସୁଦେବପାଲି, ଭାଲିଆପଦର, ବିଚଣାପତି, ମନମୁଣ୍ଡା ଗ୍ରାମରୁ ୨ଜଣ ଲେଖାଏଁ, ଖଇରମାଲ, ନୂର୍ପା ଗ୍ରାମରୁ ଜଣେ ଲେଖାଏଁ, ଲମ୍ବସରି ପଞ୍ଚାୟତ ଖମର, ଜାମୁଖୋଲ, ବୀରାମୁଣ୍ଡା, କୁହ୍ଲିଆପାଲି, ଲମ୍ବସରି, ତୁରିଦେଉଳ ଗ୍ରାମର ଜଣେ ଲେଖାଏଁ, ଖଟଖଟିଆ ପଞ୍ଚାୟତ ବୁଟୁମୁଣ୍ଡାରୁ ୭ଜଣ, ଖଟଖଟିଆ ଗ୍ରାମରୁ ୨ଜଣ, ସିନ୍ଦୁରପୁର, ଟୁନିମୁଣ୍ଡା ଗ୍ରାମରୁ ଜଣେ ଲେଖାଏଁ, ଖମନମୁଣ୍ଡା ପଞ୍ଚାୟତ ଗୁଣ୍ଡଚିତରା ଗ୍ରାମରୁ ଜଣେ, ଖଲିଆପାଲି ପଞ୍ଚାୟତ ଅଇଁଲାଚୁଆଁ ଗ୍ରାମରୁ ଜଣେ, କଣ୍ଟାମାଳ ବ୍ଲକ କଣ୍ଟାମାଳ, ବଡଛପାପାଲି, କଲରାକୋଠା ଗ୍ରାମରୁ ଜଣେ ଲେଖାଁଏ ଦେଉଳଡୁଙ୍ଗୁରି ଗ୍ରାମରୁ ୨ଜଣ, ଯୋଗୀନ୍ଦ୍ରପୁର ପଞ୍ଚାୟତ ଡିମିରିମୁଣ୍ଡା, ଗୋଚ୍ଛାପଡା ଗ୍ରାମରୁ ୨ଜଣ ଲେଖାଁଏ, ରଙ୍ଗପା, ରାବେଡି ଗ୍ରାମରୁ ଜଣେ ଲେଖାଁ, ଗୁଡଭେଲିପଦର ପଞ୍ଚାୟତ ଗୁଡଭେଲିପଦର, ଉଚ୍ଚବାହାଲି, ଡଙ୍ଗାଝୋଲ,ଖଲିଆମୁଣ୍ଡା, ଜୟଦପୁର ଗ୍ରାମର ଜଣେ ଲେଖାଁଏ, ଡାଙ୍ଗମୁଣ୍ଡା ଗ୍ରାମରୁ ୨ଜଣ, ଘିକୁଣ୍ଡି ପଞ୍ଚାୟତ ପଥରଖଣ୍ଡି ଗ୍ରାମରୁ ୫ଜଣ, ରତାଖଣ୍ଡି, ଘିକୁଣ୍ଡି ଗ୍ରାମରୁ ୩ଜଣ ଲେଖାଁଏ, ଗରିଆପାଲି, ତୁଣ୍ଡୁମାଲ ଗ୍ରାମରୁ ଜଣେ ଲେଖାଁ, ଘଣ୍ଟାପଡା ପଞ୍ଚାୟତ ଘଣ୍ଟାପଡା ଗ୍ରାମରୁ ୨ଜଣ, ଦପଲା ପଞ୍ଚାୟତ ଦପଲା, ବଉଳସିଙ୍ଗା, ପରାତାଲା, ପରୀବନ୍ଧ, ମୃତ୍ୟୁଞ୍ଜୟପୁର ଗ୍ରାମରୁ ଜଣେ, ବିଳାସପୁର ପଞ୍ଚାୟତ ତାଳପଡା ଗ୍ରାମରୁ ୬ଜଣ, ବଡରାହାଜୋର ଗ୍ରାମରୁ ୫ଜଣ, ପଦରପଡା ଗ୍ରାମରୁ ୨ଜଣ, କିରକିଚିପାଲି, ପଣ୍ଡିରିପଡା, ସାନରାହାଜୋର ଗ୍ରାମରୁ ଜଣେ ଲେଖାଁଏ, ବରଗୋଚ୍ଛା ପଞ୍ଚାୟତ କଳାସୁଳିଆ, ମଝିଆପଡା, ବରଗୋଚ୍ଛା, ବଡଦେହୁରିିପାଲି, ଲୁଣାପଙ୍ଗା ଗ୍ରାମରୁ ଜଣେ ଲେଖାଁଏ, ବରଗାଁ ପଞ୍ଚାୟତ ବରଗାଁ, ମଲ୍ଲିକୁଦ, ବରିଗୋବା ଗ୍ରାମରୁ ଜଣେ ଲେଖାଁଏ, ସୁରକାପଙ୍ଗା ଗ୍ରାମରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ଏନଏସିରୁ ରାଜନପାଲିରୁ ୩ଜଣ, ବୁଟୁପାଲି, ବଗିଚାସାହି, ଡେଲି ମାର୍କେଟ, ମୁସଲିମପଡା, ଗଣେଶବଜାର, ଖଦାଳସାହି, ବାହ୍ମଣସାହି, ରାଜବାଟି ପୋଡାପଡା, ହର୍ଟିକଲଚର କଲୋନୀରୁ ଜଣେ ଲେଖାଁଏ, ସୁଦସାହି ଓ ରଥସାହିରୁ ୨ଜଣ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

seven − six =